ଧମା: ଧମା ସ୍ଥିତ ମା ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ
ଧମା ସ୍ଥିତ ମା ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ lସମ୍ବଲପୁର ଜିଲ୍ଲା ଧମା ସ୍ଥିତ ମା ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ରେ ବୁଧବାର ସକାଳେ ସମ୍ବିଧାନ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୁଖ୍ୟ ବକ୍ତା ଭlବରେ ଯୋଗଦେଇ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସମ୍ବିଧାନ ର ଇତିହାସ ସମ୍ପର୍କରେ ସୂଚନା ଦେଇ ସମ୍ବିଧାନ ର ଉଦ୍ଧେଶ୍ୟ ଓ ଶକ୍ତି ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରା