ବୌଦ୍ଧରେ ଅବକାରୀ ବିଭାଗର ବଡ଼ ଚଢ଼ାଉ: ୨୧୪୦ କେଜି ମହୁଆ ୱାଶ୍ ଓ ୨୨୫ ଲିଟର ଦେଶୀ ମଦ ଜବତ, ୪ ଗିରଫ
ବୌଦ୍ଧ ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ କୋରାପାଟୁଆ ଚଢ଼ାଉ କରାଯାଇଛି। ବୌଦ୍ଧ ଅବକାରୀ ରେଞ୍ଜ, ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଏବଂ ହରଭଙ୍ଗା ଅବକାରୀ ଟିମ୍ର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି
#Boudh #ExciseRaid #OdishaNews #CrimeNews #Odisha
Baudh Sadar, Boudh (Bauda) | Sep 10, 2026