ଲଖନପୁର: ଝାରସୁଗୁଡ଼ା: ରେଙ୍ଗାଲି ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ, 2016 ମାମଲାରେ ଏନ୍ବିଡବ୍ଲ୍ୟୁ କାର୍ଯ୍ୟକାରୀ
ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ପୁଲିସ ପକ୍ଷରୁ 2016 ମସିହାର ଏକ ପୁରୁଣା ମାମଲାରେ ଅଣଜାମିନଯୋଗ୍ୟ ଗିରଫ ପରୱାନା ବା NBW କାର୍ଯ୍ୟକାରୀ କରାଯାଇଛି। ଆଇନ ଶୃଙ୍ଖଳା ସୁଦୃଢ଼ କରିବା ଓ ବିଚାରାଧୀନ ମାମଲାର ତ୍ୱରିତ ସମାଧାନ ପାଇଁ ଏହି ଅଭିଯାନ ଚାଲିଛି।