ଲଖନପୁର: 17ତମ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯୋଗଦେଲେ ସୁରେଶ ପୂଜାରୀ
୧୭ତମ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ସଂସଦୀୟ ପରମ୍ପରା, କାର୍ଯ୍ୟବିଧି ଏବଂ ଲୋକପ୍ରତିନିଧିଙ୍କ ଦାୟିତ୍ୱବୋଧ ଉପରେ ଏଠାରେ ଆଲୋକପାତ କରାଯାଇଛି।