Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Pmmodi
Ahmedabad

ଜୁଜୁମୁରା: ଭବାନିପାଲି ଗ୍ରାମରେ ନାଗାବାଚା ପୂଜା ଅନୁଷ୍ଠିତ

Jujomura, Sambalpur | Sep 4, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଭବାନିପାଲି ଗ୍ରାମରେ ଗୁରୁବାର ସକାଳେ ନାଗା ବାଚା ପୂଜା ଅନୁଷ୍ଠିତ ହୋଇଯାଇଛି। ଗାଁର ମଙ୍ଗଳ କାମନା ପାଇଁ ଏହି ନାଗା ବାଚା ପୂଜା କରାଯାଇଥାଏ । ଏହା ଏକ ଅଭିନବ‌ ପରମ୍ପରା ଏଥିରେ ଶ୍ରଦ୍ଧାଳୁମାନଙ୍କ ଦେହରେ ଦେବତା ଅବତାର ନେଇଥାନ୍ତି ଏବଂ ତାଙ୍କୁ ରାତିନିତି ଅନୁଯାୟୀ ଘଣ୍ଟ ବାଦ୍ୟ ହୁଳହୁଳି ରେ ଗ୍ରାମର ପୂଜକ ପୂଜାର୍ଚ୍ଚନା କରିଥାନ୍ତି । ଏହି ନଗାବାଚା ପୂଜା ଟି 60 ବର୍ଷରୁ ଉର୍ଦ୍ଧ୍ଵ ବର୍ଷ ହେଲା ଗାଁଲୋକ ପାଳନ କରି ଆସୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।