ଯୁଯୋମୁରା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା କେନ୍ଦୁପତ୍ର କର୍ମଚାରି ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଯୁଯୋମୁରା କେନ୍ଦୁପତ୍ର କର୍ମଚାରୀ ମାନେ ବିଭିନ୍ନ ଦାବି ପୂରଣ ସକାଶେ ଶୁକ୍ରବାର ସକାଳେ ଯୁଯୋମୁରା ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା l ଏହି ଗଣଧାରଣାରେ ଶ୍ରୀ ଗୋକୁଳ ମେହେର ସଭାପତିତ୍ୱ କରିଥିବା ବେଳେ ଶ୍ରୀ ସଂଜିତ ମହାନ୍ତି ବକ୍ତା ଭାବରେ ଏବଂ ଶ୍ରୀ ଟଙ୍କଧର ପ୍ରଧାନ ସଂଘ ସଭାପତି ତଥା ସଂଘ ସଭ୍ୟ ଶ୍ରୀ ଅନାଦି ମିର୍ଦ୍ଧା, ଶ୍ରୀ ପ୍ରମୋଦ କୁମାର ବିଶ୍ୱାଳ, ନେଲସନ ବାର୍ଲା ଓ ଜଷ୍ଟିନ ଗୁଡ଼ିଆ