Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଜୁଜୁମୁରା: ଝାଙ୍କରପାଲି ଓ ହାତୀବାରୀ ଛକରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

Jujomura, Sambalpur | Feb 20, 2026
ଝାଙ୍କରପାଲି ଓ ହାତୀବାରୀ ଛକରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ ,ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଓ ହାତୀବାରୀ ଛକରେ ଶୁକ୍ରବାର ସକାଳେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଜାତୀୟ ରାଜପଥଟି ସଂପ୍ରସାରଣ କରି ଚାରି ଥାକିଆ ହେବା ପରେ ଅବଶିଷ୍ଟ ଜାଗା ସବୁକୁ ସ୍ଥାନୀୟ ଲୋକେ ବେଆଇନ ଭାବେ ଜବରଦଖଲ କରି ଘର ଓ ଦୋକାନ ଘର କରିଥିଲେ ।‌ ହେଲେ ଆଜି ରାଜସ୍ବ ବିଭାଗ , ଜାତୀୟ ରାଜପଥ ବିଭାଗର କର୍ମଚାରୀ ଓ ଯୁଯୁମୁରା ପୋଲିସର ଉପସ୍ଥିତିରେ ଜବରଦଖଲ ସବୁ ଉଛେଦ କରାଯାଇଥିଲା ।