କ୍ଷେତରାଜପୁର ଥାନା ଅନ୍ତର୍ଗତ ମାଁ ସମଲେଶ୍ୱରୀ ମନ୍ଦିର ନିକଟରେ ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳର ଦୃଶ୍ୟ ସିସିଟିଭି ରେ ଭାଇରଲ l ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି କିଛି ଯୁବକ ଏକ ପୂଜା ସାମଗ୍ରୀ ଦୋକାନ ସମ୍ମୁଖରେ ଏକ ଗାଡି ପାର୍କ କରିଥିଲେ l ଯାହାକୁ ନେଇ ଦୋକାନୀ ଓ ଗାଡି ଵାଲା ସହ ଯୁକ୍ତିତର୍କ ହୋଇଥିଲା l ଏହାପରେ ରାତି 8 ଟା ସମୟରେ ଉକ୍ତ ଗାଡି ଚାଳକ କିଛି ଯୁବକଙ୍କୁ ନେଇ ପୁଣି ସେହି ଦୋକାନୀ ନିକଟକୁ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ l ଆକ୍ରମଣ କରିବା ସହ ଦୋକାନ ର ସମସ୍ତ ସାମଗ୍ରୀ ଫିଙ୍ଗି ଦେଇଥିଲେ l ସେପଟେ ଏହି ଗଣ୍ଡଗଳ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି ରେ କଏଦ ହ