ଲଖନପୁର: ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମର ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଝାରସୁଗୁଡ଼ାରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ବେଦାନ୍ତ ଆଲୁମିନିୟମର ପ୍ରୟାସ। ଡିଜିଟାଲ ଶିକ୍ଷା, ନନ୍ଦ ଘର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସୃଷ୍ଟି ହେଉଛି ନୂଆ ଶିକ୍ଷଣୀୟ ସୁଯୋଗ।