ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଲା ୨୦୨୬-୨୭ ଆର୍ଥିକ ବର୍ଷର ଅଷ୍ଟମ ପର୍ଯ୍ୟାୟ ତୀର୍ଥଯାତ୍ରା ଯୋଜନା। ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ବରିଷ୍ଠ ନାଗରିକମାନେ ପାଇବେ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ।