ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଉପରେ ପୋଲିସର ଚଢ଼ାଉ। ଘଟଣାରେ ଏକ ଅବକାରୀ ମାମଲା ରୁଜୁ ହୋଇଛି। ଜିଲ୍ଲାରେ ବେଆଇନ କାରବାର ରୋକିବାକୁ ପୋଲିସର ଅଭିଯାନ ଜାରି।