Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
kotpadbreaking
କୋଟପାଡ଼ ଠାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ #Kotpad #HarGharTiranga #happyindipendenceday #Nackotpad #Fbviralvideo #viralvideo #Koraput Nac Kotpad Bdo Kotpad District Magistrate Koraput #Kotpadbreakingnews
Koraput Town, Koraput
| Aug 14, 2026
#kotpad
#harghartiranga
#happyindipendenceday
#nackotpad
#fbviralvideo
#viralvideo
#koraput
#kotpadbreakingnews
MORE NEWS
ଜୟପୁର- ଗ୍ଲୋକଲ ମେଡିକାଲ ପଛ ପଟ ସାହି ରେ ଏକ ଚିତା ବାଘ ବୁଲୁଥିବା ଭିଡିଓ ସିସିକେମେରା ରେ କଏଦ ହେବା ପରେ।ଜୟପୁର ସହରରେ ଲୋକେ ଭୟଭୀତ ଅଛନ୍ତି।
Koraput Town, Koraput | Aug 17, 2026
ଜୟପୁର ସହରରେ ବାଘ ଆତଙ୍କ! ଜୟପୁର ସହରର ପ୍ରକାଶ ନଗର ଓ ଆଶ୍ରମ ନଗର ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁସାରେ, ବାଘର ଚଳପ୍ରଚଳ CCTV କ୍ୟାମେରାରେ ରେକର୍ଡ ହୋଇଛି। ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ବନ ବିଭାଗ ତୁରନ୍ତ ଘଟଣାର ଯାଞ୍ଚ କରି ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ନିବେଦନ କରିଛନ୍ତି। ବନ ବିଭାଗର ଯାଞ୍ଚ ପରେ ହିଁ ବାଘର ଉପସ୍ଥିତି ସ୍ପଷ୍ଟ ହେବ। ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ରାତିରେ ଏକୁଟିଆ ବାହାରକୁ ନଯିବାକୁ ଅନୁରୋଧ। 📍 ସ୍ଥାନ: ଜୟପୁର, କୋରାପୁଟ #Jeypore #Koraput #TigerAlert #ବାଘଆତଙ୍କ #KoraputNews #BreakingNews #OdishaNews
Koraput Town, Koraput | Aug 17, 2026
🚨 ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ କୋରାପୁଟରେ ବିଶାଳ ପ୍ରତିବାଦ ଓ ରାଲି କରାଯାଇଛି। ନିଶାଣି ମୁଣ୍ଡାଠାରୁ ବାହାରିଥିବା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର ଶ୍ରମିକ ଓ କର୍ମଚାରୀ ସାମିଲ ହୋଇଥିଲେ। ESIC ଦରମା ସୀମା ବୃଦ୍ଧି, EPF ନ୍ୟୁନତମ ପେନସନ ବୃଦ୍ଧି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ଏବଂ ନ୍ୟୁନତମ ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଭାରତୀୟ ମଜଦୁର ସଂଘ ଚେତାବନୀ ଦେଇଛି। #କୋରାପୁଟ #ଭାରତୀୟମଜଦୁରସଂଘ #ଶ୍ରମିକଆନ୍ଦୋଳନ #ପ୍ରତିବାଦ #ଦାବି #KoraputNews #LabourProtest #OdishaNews
Koraput Town, Koraput | Aug 17, 2026
📢 କୋରାପୁଟ ବିଜେପିର ମିଶ୍ରଣ ପର୍ବ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। ବିଭିନ୍ନ ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ନୂଆ କର୍ମୀମାନେ ବିଜେପିରେ ଯୋଗ ଦେଇଥିବା କୁହାଯାଇଛି। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି, “ଡବଲ ଇଞ୍ଜିନ ସରକାରରେ ଡବଲ ଉନ୍ନତି ଜାରି ରହିଛି।” ଆଗାମୀ ଦିନରେ କୋରାପୁଟରେ ବିଜେପିକୁ ଆହୁରି ମଜବୁତ କରିବା ସହ ଏଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ସେ କହିଛନ୍ତି। #କୋରାପୁଟ #ବିଜେପି #ମିଶ୍ରଣପର୍ବ #ରଘୁରାମମାଛ #KoraputBJP #KoraputNews #BJP #OdishaPolitics
Koraput Town, Koraput | Aug 17, 2026
🐅 ଜୟପୁରରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା, ଭୟଭୀତ ଲୋକେ ଜୟପୁର ଅଞ୍ଚଳରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଆତଙ୍କ ଦେଖାଦେଇଛି। ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଘର ଉପସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଲୋକଙ୍କୁ ସତର୍କ ରହିବା ସହ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି। #ଜୟପୁର #ବାଘଆତଙ୍କ #Koraput #TigerAlert #ForestDepartment #OdishaNews
Koraput Town, Koraput | Aug 17, 2026