Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
ବୌଦ୍ଧ ସଦର: ବୌଦ୍ଧ ପୋଲିସ ଜାତୀୟ ନିଶା ନିବାରଣ ଶପଥ ନେଲେ - Baudh Sadar News
samalbaidyanath13
ବୌଦ୍ଧ ସଦର: ବୌଦ୍ଧ ପୋଲିସ ଜାତୀୟ ନିଶା ନିବାରଣ ଶପଥ ନେଲେ
Baudh Sadar, Boudh (Bauda)
| Aug 18, 2026
ବୌଦ୍ଧ ଜିଲ୍ଲାର ସମସ୍ତ ପୋଲିସ ଏବଂ ଥାନାଗୁଡ଼ିକରେ ନିଶାମୁକ୍ତ ଅଭିଯାନ ଅଧୀନରେ ଜାତୀୟ ନିଶା ନିବାରଣ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହେଲା। ପୋଲିସ କର୍ମଚାରୀମାନେ ନିଶାସେବନ ରୋକିବାରେ ନିଜର ପ୍ରତିବଦ୍ଧତା ପୁନଃଦୃଢ଼ କରିଛନ୍ତି।
MORE NEWS
ପୁରୁଣାକଟକ ଥାନା ପୋଲିସ ଟିମ୍ ପକ୍ଷରୁ ଚାରିଛକ ପଞ୍ଚାୟତ ହାଇସ୍କୁଲରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ସଚେତନ କରାଯାଇଥିଲା ନିଶାଦ୍ରବ୍ୟ ସେବନର ଭୟାବହତା ଓ ଏହାର କୁପରିଣାମ ସମ୍ପର୍କରେ ଆଲୋଚନା। ଡିଜିଟାଲ୍ ପ୍ଲାଟଫର୍ମର ସୁରକ୍ଷିତ, ସଜାଗ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର। ଜୀବନ ରକ୍ଷା ପାଇଁ ଆବଶ୍ୟକୀୟ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ। ଆସନ୍ତୁ, ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରି ଏକ ସୁନ୍ଦର ଓ ସୁରକ୍ଷିତ ସମାଜ ଗଠନ କରିବା! #PurunakatakPolice #BoudhPolice #AwarenessProgram #NishaMuktAbhiyan #CyberSafety #RoadSafety #OdishaPolice #CommunityPolicing
Baudh Sadar, Boudh (Bauda) | Aug 18, 2026
ସ୍ୱାଧୀନତାର ୮ ଦଶନ୍ଧି ପରେ ବିଦ୍ୟୁତ ଆଲୋକରେ ଆଲୋକିତ ହେଲା ଭରୁଆ ଗାଁ! ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ଗ୍ରାମପଞ୍ଚାୟତର ଭରୁଆ ଗାଁରେ ଜିଲ୍ଲାପାଳ ଶ୍ରୀ ବିଭୂତିଭୂଷଣ ନାୟକଙ୍କ ପ୍ରଚେଷ୍ଟାରେ ‘ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା’ ଅଧୀନରେ ୨୩ଟି ଗରିବ ପରିବାରଙ୍କୁ ମାଗଣାରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳ ନିଜେ ଘରକୁ ଘର ବୁଲି ବିଦ୍ୟୁତ ସଂଯୋଗର ସ୍ଥିତି ଯାଞ୍ଚ କରିବା ସହ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ #Boudh #Odisha #Development #PowerSupply #BijuGramyaJyotiYojana #AdministrationAtDoorstep
Baudh Sadar, Boudh (Bauda) | Aug 18, 2026
ଅନାବୃଷ୍ଟି, ଶୁଖିଲା ଭୂଇଁ ଆଉ ହାହାକାର... ଯାତ୍ରା ଇନ୍ଦ୍ର ଭୁବନ ମଞ୍ଚରେ ଜୀବନ୍ତ ହୋଇଉଠିଛି ଓଡ଼ିଶା ଇତିହାସର ସବୁଠୁ ଦାରୁଣ ଆଲେଖ୍ୟ 'ନ' ଅଙ୍କ ଦୁର୍ଭିକ୍ଷ'। ବର୍ଷା ଅଭାବରୁ ଫାଟି ଆଁ କରିଥିବା ଶୁଖିଲା କ୍ଷେତ, ଭୋକର ଜ୍ୱାଳାରେ ଛଟପଟ ହେଉଥିବା ଅସହାୟ ମଣିଷଙ୍କ ଆତୁର ଚିତ୍କାର— ଏହି କରୁଣ ଦୃଶ୍ୟ ସମସ୍ତ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଉଛି। ଇନ୍ଦ୍ର ଭୁବନର କଳାକାରମାନଙ୍କର ଜୀବନ୍ତ ଅଭିନୟ ସାଙ୍ଗକୁ ହୃଦୟସ୍ପର୍ଶୀ ଦୃଶ୍ୟାୟନ ବାସ୍ତବରେ ମନକୁ ସିହରି ତୋଳୁଛି! #JatraIndraBhuban #NaAnkaDurbhiksha #OdiaJatra #OdishaHistory #IndraBhuban #StageShow #OdiaCulture #drama
Baudh Sadar, Boudh (Bauda) | Aug 18, 2026
#ଓଲଟିଲା_ରିଲିଫ_ବୋଟ# ଯାଜପୁରରେ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ନେଇ ଯାଉଥିବା ବେଳେ ଓଲଟିଲା ବୋଟ୍ । ପ୍ରକୃତି ଆଗରେ ଆମକୁ ହାର୍ ମାନିବାକୁ ପଡିବ୍
Baudh Sadar, Boudh (Bauda) | Aug 18, 2026
ଗୁନ୍ଦୁଳିଆ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ
Baudh Sadar, Boudh (Bauda) | Aug 18, 2026