Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ଜମନକିରା: ଜମନକିରା ବ୍ଲକ ର ବିଭିନ୍ନ ସମସ୍ୟା ନେଇ କଦଳୀମୁଣ୍ଡା ଠାରେ ବୈଠକ, ବିଡ଼ିଓ ଙ୍କୁ ଦାବିପତ୍ର

Jamankira, Sambalpur | Sep 16, 2025
ଜମନକିରା ବ୍ଲକ ଅଞ୍ଚଳ ର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ମଙ୍ଗଳବାର ଦିନ କଦଳିମୁଣ୍ଡା ଠାରେ ହଙ୍ଗର ପ୍ରୋଜେକ୍ଟ ନୂଆ ଦିଲ୍ଲୀ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ରେ ଜମନକିରା ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ରୁ ମହିଳା ପ୍ରତିନିଧି ମାନେ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜମନକିରା ବ୍ଲକ ଅଫିସ ରେ ବିଡିଓ ରବୀନ୍ଦ୍ର ସେଠି ଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।