Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh

ଜମନକିରା: ଷଣ୍ଢପଥର ଉଚ୍ଚ ବିଦ୍ୟାଳୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

Jamankira, Sambalpur | Feb 18, 2026
ଜମନକିରା ସ୍ଥିତ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବୁଧବାର ଦିନ ଆୟୋଜିତ ହୋଇଥିବା ଉକ୍ତ ପ୍ରତିଯୋଗିତା ରେ ଅଞ୍ଚଳ ର ଅଙ୍ଗନବାଡ଼ି କର୍ମୀ ମାନେ ଯୋଗ ଦେଇଥିବା ବେଳେ ଏହି ଅବସର ରେ ଖୋଖୋ, କବାଡି, ଝୁଟି, ଗୀତ ଏବଂ ରସି ଟଣା ଭଳି ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀ ଙ୍କୁ ଆସନ୍ତା ମହିଳା ଦିବସ ରେ ପୁରସ୍କୃତ କରାଯିବ ବୋଲି ସୂଚନା ରହିଛି। ଉକ୍ତ ପ୍ରତିଯୋଗିତା ସନ୍ଧ୍ୟା ୬ ଟାରେ ସମାପନ ହୋଇଥିଲା।