Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଜମନକିରା: ମେଣ୍ଢାବାହାଲ ଗ୍ରାମର ଜଣେ ବୃଦ୍ଧା ବର୍ଦ୍ଧିତ ଭତ୍ତା ପାଇବା ରୁ ବଞ୍ଚିତ ଅଭିଯୋଗ

Jamankira, Sambalpur | Feb 20, 2026
ଜମନକିରା ବ୍ଳକ ଚକୁଲିଆବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଣ୍ଢାବାହାଲ ଗ୍ରାମ ଜଣେ ବୃଦ୍ଧା ବର୍ଦ୍ଧିତ ଭତ୍ତା ପାଉନଥିବା ଅଭିଯୋଗ ରହିଛି। ସୂଚନା ଅନୁସାରେ ମେଣ୍ଢାବାହାଲ ଗ୍ରାମ ର ମୋତି ଖଡିଆଙ୍କୁ ୮୫ ବର୍ଷ ବୟସ ହୋଇ ଯାଇଥିବା ବେଳେ ସେ ସରକାରଙ୍କ ଦ୍ଵାରା ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ଶୁକ୍ରବାର ସନ୍ଧ୍ୟା ୫ ଟାରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି।