ଚଳିତ ମାସ ୧୫ ତାରିଖ ଠାରୁ ଯାଜପୁର ଜିଲ୍ଲା ଧର୍ମଶାଳା ଷ୍ଟାଡିୟମ ରେ ଅନୁଷ୍ଠିତ ହେବାକୁ ଯାଉଛି ସର୍ବ ଭାରତୀୟ ସିକୁ କପ ଟୁର୍ଣ୍ଣାମେଣ୍ଟ । ଯାଜପୁର ଜିଲା ଧର୍ମଶାଳା ଷ୍ଟାଡିୟମ୍ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ୧୧ତମ ସର୍ବ ଭାରତୀୟ ସିକୁ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟେ। ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ ଅଂଶ ଗ୍ରହଣ କରିବେ।
#charchatv ##odisha #odishanewsupdate #BreakingNews #jajpur
Bhubaneswar M Corp, Khordha | Nov 13, 2026