କୁହୁଡ଼ି ସକାଳରେ ଜୟପୁର ଲାଗେ ସବୁଠୁ ସୁନ୍ଦର, ସବୁଠୁ ନିଜର।
ଆଜି ସକାଳେ ଜୟପୁର ସହର ପୁରା କୁହୁଡ଼ି ଚାଦର ତଳେ ଢଙ୍କା ହୋଇ ଯାଇଥିଲା। ଚା ଦୋକାନର ଗରମ ଚା, ଶୀତ ପୋଷାକ ପିନ୍ଧା ଲୋକ ଆଉ ସୂର୍ଯ୍ୟ ଉଦୟ... ଏ ଦୃଶ୍ୟ ଦେଖିଲେ ମନ ଖୁସି ହୋଇଯିବ। ଭିଡିଓଟି ଭଲ ଲାଗିଲେ Like, Share ଆଉ Follow କରନ୍ତୁ।
#Jeypore #JeyporeBreaking #Koraput #Odisha #Kuhudi #WinterMorning #FoggyMorning #JeyporeTown #OdishaTourism #MorningVibes #ChaiTime #ଜୟପୁର #କୋରାପୁଟ #ଓଡ଼ିଶା
Koraput, Koraput | Nov 12, 2026