Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Bihar
India
कांग्रेस
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
Breakingnews
Madhya_pradesh
अयोध्या
Pmmodi
Rahulgandhi
कानपुर
Uttarpradesh
Haryana
Lucknow
तेजस्वी_यादव
Sambalpur
लखनऊ
Crimenews
महंगाई
Aap
usr659709920
କୋଟିଆ ଆମର ଥିଲା, ଆମର ଅଛି ଏହା ପ୍ରମାଣୀତ ହେଇଛି ! କୋଟିଆ ପ୍ରସଙ୍ଗରେ ବିଧାୟକ ତାରା ବାହିନୀପତିଙ୍କ ସାମ୍ବାଦିକ ସମ୍ମିଳନୀ କୋଟିଆ ପ୍ରସଙ୍ଗରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସାମ୍ବାଦିକ ସମ୍ମିଳନୀ। କୋଟିଆ ଆମର ଥିଲା, ଆମର ଅଛି ଏହା ପ୍ରମାଣୀତ ହେଇଛି ବୋଲି ପ୍ରମାଣ ସହ କହିଲେ ବିଧାୟକ। ପୁରା ଭିଡିଓ ଦେଖନ୍ତୁ, ସେୟାର କରନ୍ତୁ। #kotia #kotiaamara #tarabahinipati #jeypore #koraput #odisha #pressmeet #jeyporebreaking #odishanews #breakingnews
Koraput, Koraput
| Nov 9, 2026
#kotia
#kotiaamara
#tarabahinipati
#jeypore
#koraput
#odisha
#pressmeet
#jeyporebreaking
#odishanews
#breakingnews
MORE NEWS
କୋରାପୁଟ... ଜିଲ୍ଲାପାଳ ଙ୍କ ଅଫିସ୍ କୁ ତିନି କିଲୋମିଟର ଚାଲି ଚାଲି ଗଲେ ଶତାଧିକ ମହିଳା। ମଦ ବନ୍ଦ କରିବାକୁ ଶତାଧିକ ମହିଳା ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ। କୋରାପୁଟ ଆରଟିଓ ର ମନମାନି ଯୋଗୁଁ ଏଭଳି ହୋଇଥିବା ସୂଚନା। ବର୍ତ୍ତମାନ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପୋହଞ୍ଚି କୋରାପୁଟ ଜୟପୁରରୁ ରାସ୍ତା କୁ ଅବରୋଧ କରିଛନ୍ତି। ଆର୍ତ୍ତିଓ ଅଫିସର ମନମାନି ଯୋଗୁ ଜିଲ୍ଲାକଂଗେସ ଏଭଳି କରିଥିବା ସୂଚନା। #Koraput #Jeypore #KoraputNews #JeyporeBreaking #OdishaNews #Madabanda #MahilaAndolan #KoraputCollector #RTOKoraput #Congress #KoraputCongress #RoadBlock #Odisha #BreakingNews #KoraputToday #JeyporeNews
Koraput, Koraput | Nov 8, 2026
ଲୁଚିଛପି ଭୋଟ ଦେବାକୁ ଆନ୍ଧ୍ର ବୁଥକୁ ଗଲେ ଭୋଟର ! ଓଡ଼ିଶା ସୀମାରେ ଚାଞ୍ଚଲ୍ୟ #JeyporeBreaking #Jeypore #Odisha #AndhraPradesh #Voting #Voter #BorderIssue #OdishaNews #Koraput #ElectionNews #BreakingNews #OdiaNews
Koraput, Koraput | Nov 7, 2026
କୋଟିଆ ଅଞ୍ଚଳର ଦୁର୍ଗମ ଗାଁଗୁଡ଼ିକରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ DHH ଡାକ୍ତରମାନଙ୍କ ପକ୍ଷରୁ ଘର ପାଖରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ #Kotia #କୋଟିଆ #Koraput #କୋରାପୁଟ #Jeypore #ଜୟପୁର #FreeHealthCamp #ମାଗଣାଚିକିତ୍ସା #HealthCamp #SaheedLaxmanNayakMedicalCollege #DHHKoraput #DistrictAdministration #ଜିଲ୍ଲାପ୍ରଶାସନ #Odisha #ଓଡ଼ିଶା #JeyporeBreaking #KotiaNews
Koraput, Koraput | Nov 7, 2026
ଝରିଗାଁ କୋର୍ଟରେ ଅଭାବନୀୟ ଘଟଣା! ଲୁହା ଛଡ଼ରେ ବିଚାରପତି, ଏପିପି ଓ ସୁରକ୍ଷାକର୍ମୀଙ୍କୁ ମହିଳାଙ୍କ ଆକ୍ରମଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ଜେଏମଏଫସି କୋର୍ଟ ପରିସରରେ ଅଭାବନୀୟ ଘଟଣା। ଯୌତୁକ ନିର୍ଯାତନା ମାମଲାର ଶୁଣାଣି ବେଳେ ମହିଳା ଜଣକ ବ୍ୟାଗରୁ ଲୁହା ଛଡ଼ ବାହାର କରି ଆକ୍ରମଣ କଲେ। ଏଥିରେ ଏପିପି ପ୍ରଦୀପ ପଟ୍ଟନାୟକ ଗୁରୁତର ଆହତ, ବିଚାରପତି ସ୍ମିତା ଲାକ୍ରା ଏବଂ ସୁରକ୍ଷାକର୍ମୀ ମିନକେତନ ଗନ୍ତାୟତ ମଧ୍ୟ ଆହତ। କୋର୍ଟ ଭଳି ସୁରକ୍ଷିତ ସ୍ଥାନକୁ ଲୁହା ଛଡ଼ କେମିତି ଗଲା? ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ! ଘଟଣାକୁ ନିନ୍ଦା କଲା ଓକିଲ ସଂଘ, କଠୋର କାର୍ଯ୍ୟାନୁଷ୍ଠାନ ଦାବି। #JharigaonCourtAttack #NabarangpurNews #Jharigaon #OdishaNews #CourtAttack #BreakingNews #JeyporeBreaking #Nabarangpur #JharigaonCourt #OdiaNews
Koraput, Koraput | Nov 7, 2026
ସୁନାବେଡ଼ା ଜଙ୍ଗଲରେ ମହାବଳ ବାଘ ଆତଙ୍କ! ମିଳିଲା ବାଘର ପାଦଚିହ୍ନ, କ୍ୟାମେରା ଲଗାଇ ନଜର ରଖିଲା ବନ ବିଭାଗ କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ନେଇ ସୂଚନା। ବାଘର ପାଦଚିହ୍ନ ମିଳିବା ପରେ ବନ ବିଭାଗ ସଜାଗ। ଆନ୍ଧ୍ର କିମ୍ବା ଛତିଶଗଡ଼ରୁ ଆସିଥାଇପାରେ ବାଘ। ଜଙ୍ଗଲକୁ ଗଲେ ସତର୍କ ରୁହନ୍ତୁ। #Sunabeda #SunabedaTiger #KoraputNews #Koraput #JeyporeBreaking #OdishaNews #TigerInOdisha #SunabedaForest #BreakingNews #OdiaNews #ForestDepartment #MahabalaBagha #ସୁନାବେଡ଼ା #କୋରାପୁଟ #ମହାବଳବାଘ #ଓଡ଼ିଶାଖବର
Koraput, Koraput | Nov 7, 2026
ମିଛ କହୁଛି ଆନ୍ଧ୍ର ସରକାର ! କୋଟିଆରେ ୧୦% ରୁ ବି କମ୍ ଭୋଟିଂ, ଆନ୍ଧ୍ର କହୁଛି ୪୦% - ସତ କହିଲେ କୋରାପୁଟ ଜିଲ୍ଲାପାଳ #Kotia #କୋଟିଆ #KotiaVoting #Koraput #କୋରାପୁଟ #AndhraPradesh #ଆନ୍ଧ୍ରପ୍ରଦେଶ #Odisha #ଓଡ଼ିଶା #KotiaDispute #OdishaNews #KoraputCollector #JeyporeBreaking #BreakingNews #OdiaNews
Koraput, Koraput | Nov 6, 2026
ବଡ ବୟାନ ଦେଲେ ପ୍ରଦୀପ ମାଝୀ, ଆନ୍ଧ୍ରକୁ ଭୋଟ ଦେଇଥିବା ଲୋକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ଦାବି #PradeepMajhi #ପ୍ରଦୀପମାଝୀ #Andhra #ଆନ୍ଧ୍ର #Jeypore #ଜୟପୁର #Koraput #କୋରାପୁଟ #OdishaNews #ଓଡ଼ିଶାନ୍ୟୁଜ୍ #OdishaPolitics #JeyporeBreaking #ViralNews #BreakingNews
Koraput, Koraput | Nov 6, 2026
ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ଉମରକୋଟରେ ବିଜେଡିର ବ୍ଲକ୍ ଘେରାଓ ! ପେନସନ୍ ବିଭାଗ ମନ୍ତ୍ରୀ ନିଜ ଅଞ୍ଚଳର ବୁଢ଼ା-ବୁଢ଼ୀଙ୍କୁ ଭତ୍ତା ଦେବାରେ ବିଫଳ : ପ୍ରଦୀପ ମାଝୀ #Umarkote #Nabarangpur #BJD #PradeepMajhi #RameshMajhi #OldAgePension #BardhakyaBhatta #OdishaNews #JeyporeBreaking #NityanandaGond #BlockGherao #OdishaPolitics
Koraput, Koraput | Nov 6, 2026