ଯୁବ କଂଗ୍ରେସ ନିର୍ବାଚନ ପାଇଁ ଜୟପୁରରେ ବଡ ପ୍ରସ୍ତୁତି !
AIYC ZROଙ୍କ ଜୟପୁର ଗସ୍ତ, କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ
ଆଗାମୀ ଯୁବ କଂଗ୍ରେସ ସାଂଗଠନିକ ନିର୍ବାଚନକୁ ନେଇ ଜୟପୁରରେ ଚଳଚଞ୍ଚଳ। ନିର୍ବାଚନ ପ୍ରକ୍ରିୟା, ଆୟୋଜନ ଓ ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା କରିବାକୁ ଅଖିଳ ଭାରତୀୟ ଯୁବ କଂଗ୍ରେସର ZRO ଜୟପୁର ଆସିଲେ। କଂଗ୍ରେସ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସମେତ ବହୁ ନେତା କର୍ମୀ ଉପସ୍ଥିତ ଥିଲେ।
#JeyporeBreaking #Jeypore #YouthCongress #AIYC #Congress #Koraput #OdishaNews #JeyporeNews #RupakTuruk #NimaiSarkar #YouthCongressElection #CongressBhavan