କୋଟିଆ ଆମର ଥିଲା, ଆମର ଅଛି ଏହା ପ୍ରମାଣୀତ ହେଇଛି !
କୋଟିଆ ପ୍ରସଙ୍ଗରେ ବିଧାୟକ ତାରା ବାହିନୀପତିଙ୍କ ସାମ୍ବାଦିକ ସମ୍ମିଳନୀ
କୋଟିଆ ପ୍ରସଙ୍ଗରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସାମ୍ବାଦିକ ସମ୍ମିଳନୀ। କୋଟିଆ ଆମର ଥିଲା, ଆମର ଅଛି ଏହା ପ୍ରମାଣୀତ ହେଇଛି ବୋଲି ପ୍ରମାଣ ସହ କହିଲେ ବିଧାୟକ। ପୁରା ଭିଡିଓ ଦେଖନ୍ତୁ, ସେୟାର କରନ୍ତୁ।
#kotia #kotiaamara #tarabahinipati #jeypore #koraput #odisha #pressmeet #jeyporebreaking #odishanews #breakingnews
Koraput, Koraput | Nov 9, 2026