Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କିସିଣ୍ଡା: ପ୍ରବଳ ବର୍ଷା କାରଣରୁ ପୁଟୁକି ଆମ ଠାରେ କିସିଣ୍ଡା ସମ୍ବଲପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ

Kisinda, Sambalpur | Aug 23, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଠାରୁ ସମ୍ବଲପୁର ଯାଇଥିବା ରାସ୍ତା ର ପୁଟକି ଆମ ଠାରେ ଶନିବାର ସକାଳେ ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ୪ ଫୁଟରୁ ଅଧିକ ପାଣି ଆସିଥିବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାଇପାରି ନାହାନ୍ତି । ଗୋଟେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇ ନ ପାରି ଫେରି ଆସିଥିବା ଦେଖିବାକୁ ମିଳିଥିଲା ।
କିସିଣ୍ଡା: ପ୍ରବଳ ବର୍ଷା କାରଣରୁ ପୁଟୁକି ଆମ ଠାରେ କିସିଣ୍ଡା ସମ୍ବଲପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ - Kisinda News