Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କିସିଣ୍ଡା: କିସିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ମଣିଷ -ବନ୍ୟ ପ୍ରାଣୀ ସହାବସ୍ଥାନ ଅଲଚନା ଚକ୍ର

Kisinda, Sambalpur | Oct 3, 2025
୨୧ତମ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ସମ୍ବଲପୁର ଜିଲ୍ଲା ବାମରା ବନ୍ୟ ପ୍ରାଣୀ ବନଖଣ୍ଡ ଖଳାଶୁଣୀ ବନ୍ୟ ପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ କିସିଣ୍ଡା ଠାରେ ଶୁକ୍ରବାର ସକାଳେ ବନାଞ୍ଚଳ ସ୍ତରୀୟ ସମାରୋହରେ ମଣିଷ -ହାତୀ ସହାବସ୍ଥାନ ଆଲୋଚନା ଚକ୍ରଅନୁଷ୍ଠିତ ହୋଇଥିଲା ଏହି ସମାରୋହରେ ବନ୍ୟପ୍ରାଣୀ ବନଖଣ୍ଡ ବାମରା ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l