Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କିସିଣ୍ଡା: ପିତାସିଆରି ଗ୍ରାମର ମହିଳା ନିଖୋଜ ଥାନାରେ ଅଭିଯୋଗ

Kisinda, Sambalpur | Feb 11, 2026
ପିତାସିଆରି ଗ୍ରାମର ମହିଳା ନିଖୋଜ ଥାନାରେ ଅଭିଯୋଗ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ପିତାସିଆରି ଗ୍ରାମର ଜଣେ ମହିଳା ୫ ଦିନ ହେବ ନିଖୋଜ ହୋଇଥିବା ନେଇ ମଙ୍ଗଳବାର ସକାଳେ ପରିବାର ଲୋକେ କିସିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ମହିଳା ଜଣଙ୍କ ହେଲେ ଇନ୍ଦୁମତି ପ୍ରଧାନ । ସେ ଘରୁ ଗଲା ବେଳେ ଏକ ଧଳା ବ୍ୟାଗ ଓ ଏକ ମାଟିଆ ବ୍ୟାଗ ଧରିଥିଲେ । ଏନେଇ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।