Public App Logo
#ରାସ୍ତା_ଅବରୋଧକୁ_ନେଇ_ତାତିଲେ_ଲୋକେ.... #ଦିଲ୍ଲୀପ_କୁମାର_ଚୌଧୁରୀଙ୍କ_ନାମରେ_ଅଭିଯୋଗ_ଆଣିଲେ________ଅଞ୍ଚଳବାସୀ... #ସ୍ଥାୟୀ ସମାଧାନ ପାଇଁ କଲେ ଦାବି... ବାରିପଦା ପୋୖରାଞ୍ଚଳ ଅଧିନ ୨୬ ନମ୍ବରୱାର୍ଡ ଭୃଗୁଡାକଟା ନୂଆସାହିରେ ତାତିଲେ ଲୋକେ । ବାରମ୍ବାର ଜଣେ ବ୍ୟକ୍ତି ଦିଲ୍ଲୀପ କୁମାର ଚୌଧୁରୀ ରାସ୍ତା ଅବରୋଧ କରୁଥିବା ଅଭିଯୋଗ ନେଇ ଘେରିଲେ ଅଞ୍ଚଳବାସୀ ।। #BARIPADA #MAYURBHANJ - Baripada Town News