Public App Logo
Profile Picture

Mayurbhanj LOCAL news

@mayurbhanjlocalnews
420Followers
0Following
<nis:link nis:type=tag nis:id=ମୃତ nis:value=ମୃତ nis:enabled=true nis:link/> ମହିଳାଙ୍କ ପରିବାରକୁ ଭେଟିବା ସହ ଗାଁର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଜେଡି ଜିଲ୍ଲା ସଭାପତି ଡାକ୍ତର ଦେବାଶିଷ ମାର୍ଣ୍ଡି.....

ସାରସକଣା ବ୍ଲକ ଜାଲଦା ପଞ୍ଚାୟତର ପୁନାଶିଆ ଗ୍ରାମରେ ଘରର କାନ୍ଥ ପଡି ମୃତ୍ୟବରଣ କରିଥିବା ମହିଳାଙ୍କ ପରିବାରକୁ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଡାକ୍ତର ଦେବାଶିଷ ମାର୍ଣ୍ଡି, ଏବଂ ବ୍ଲକ ସଭାପତି ମଣିଶଙ୍କର ବାରିକ ଭେଟି ସକସନ୍ତପ ପରିବାରବର୍ଗଙ୍କୁ ଶାନ୍ତନା ଦେବା ସହିତ କିଛି ଅର୍ଥ ରାଶି ସହାୟତା ପ୍ରଦାନ କରିଥିଲେ ଏବଂ ଯଥାଶୀଘ୍ର ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ ଫୋନ ଯୋଗେ ତହସିଲଦାର ଙ୍କ ସହିତ କଥା ହୋଇଥିଲେ।ଖାଲି ସେତିକି ନୁହେଁ ଶ୍ରୀ ମାର୍ଣ୍ଡି ଉକ୍ତ ଗ୍ରାମର ଆଉ କିଛି ପରିବାରଙ୍କୁ ଭେଟି ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଖୁବ ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ସମୟରେ ଶ୍ରୀ ମାର୍ଣ୍ଡିଙ୍କ ସହିତ ବରିଷ୍ଠ ନେତା ଅଜୟ ମଣ୍ଡଳ, ରାଜ୍ୟ ସମ୍ପାଦକ ଦୀପକ ମଢୁଆଳ,ରାଧାକାନ୍ତ ବେରା,ମାନସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/>
<nis:link nis:type=tag nis:id=ହଠାତ nis:value=ହଠାତ nis:enabled=true nis:link/> ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା କାର...
<nis:link nis:type=tag nis:id=ଘଟଣାଟି nis:value=ଘଟଣାଟି nis:enabled=true nis:link/> ଘଟିଛି ବାରିପଦା ସହରର ତକତପୁର ଛକ ନିକଟରେ..
<nis:link nis:type=tag nis:id=କିନ୍ତୁ nis:value=କିନ୍ତୁ nis:enabled=true nis:link/> ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ....
<nis:link nis:type=tag nis:id=baripada nis:value=Baripada nis:enabled=true nis:link/> <nis:link nis:type=tag nis:id=carfire nis:value=CarFire nis:enabled=true nis:link/> <nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=takatpurchhak nis:value=TakatpurChhak nis:enabled=true nis:link/> <nis:link nis:type=tag nis:id=fireincident nis:value=FireIncident nis:enabled=true nis:link/>
<nis:link nis:type=tag nis:id=ମୁଖ୍ୟ nis:value=ମୁଖ୍ୟ nis:enabled=true nis:link/> ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ.......
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ପାଲବଣୀ nis:value=ପାଲବଣୀ nis:enabled=true nis:link/> ଓଭରବ୍ରିଜ୍ ଉପରେ କାର୍‌ ଦୁର୍ଘଟଣା.....
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ସ୍ଥଗିତ_ରହିଲା_ବ୍ୟାଙ୍କ_ଧର୍ମଘଟ.... nis:value=ସ୍ଥଗିତ_ରହିଲା_ବ୍ୟାଙ୍କ_ଧର୍ମଘଟ.... nis:enabled=true nis:link/>
<nis:link nis:type=tag nis:id=lba_ufbu_ବୈଠକ_ପରେ_ନିଷ୍ପତ୍ତି.... nis:value=lBA_UFBU_ବୈଠକ_ପରେ_ନିଷ୍ପତ୍ତି.... nis:enabled=true nis:link/>
ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ କରାଯାଇଛି । ରବିବାର ରାତି ୯ଟା ୩୦ରେ Indian Banks' Association (IBA) ଓ United Forum of Bank Unions (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ହୋଇଥିଲାବେଳେ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ଧର୍ମଘଟ ଆଉ ହେବ ନାହିଁ ।ତେବେ ବୈଠକରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଦୀର୍ଘଦିନର ଦାବି ସମେତ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବିଶେଷକରି ଅବଶିଷ୍ଟ ଶନିବାର ଗୁଡ଼ିକୁ ଛୁଟି ଘୋଷଣା କରିବା ପ୍ରସଙ୍ଗରେ IBA ଓ UFBU ମଧ୍ୟରେ ସହମତି ଅନୁସାରେ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବ ଏବଂ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବ। ବିଶେଷକରି ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ପାଇଁ ଗ୍ରହଣୀୟ ସମାଧାନ ବାହାର କରିବାକୁ କମିଟି କାମ କରିବ।ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ, କାରଣ ବ୍ୟାଙ୍କ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ପାଇଁ ସମସ୍ତ ଶନିବାରକୁ ଛୁଟି ଦେବା ଦାବି ଦୀର୍ଘଦିନ ଧରି ରହିଛି । ଏହାର ଅନ୍ତିମ ରୂପ ନେଇ ଏବେ ଉଚ୍ଚସ୍ତରୀୟ କମିଟି ଆଲୋଚନା କରିବ । ସେହିପରି Performance Linked Incentive (PLI) Schemeକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଶେଷକରି Scale IV ଓ ତା'ଠାରୁ ଉପର ପାହ୍ୟାର ଅଧିକାରୀଙ୍କ ପାଇଁ ଲାଗୁ ହେଉଥିବା PLI Schemeରେ ପରିବର୍ତ୍ତନ ନେଇ ଆଲୋଚନା ଆରମ୍ଭ ହେବ। ୟୁନିୟନ୍ ଓ ଆସୋସିଏସନ୍‌ଗୁଡ଼ିକ ଉଠାଇଥିବା ଆପତ୍ତିକୁ ବିଚାର କରି IBA ପକ୍ଷରୁ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେବା ଦିଗରେ ଆଗକୁ ବଢ଼ାଯିବ।ଏଥି ସହ ଆଠ ମାର୍ଚ୍ଚ ୨୦୨୪ର ମିନିଟ୍‌ସରେ ଉଲ୍ଲେଖ ଥିବା ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକ ମଧ୍ୟ IBA ଓ UFBU ମଧ୍ୟରେ ଆଲୋଚନା ହେବ। ଏହି ବକେୟା ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିବେ। ଏସବୁ ପ୍ରସଙ୍ଗରେ ଆଲୋଚନା ଓ ସମାଧାନ ପାଇଁ ରାସ୍ତା ଖୋଲିବା ପରେ UFBU ପକ୍ଷରୁ ପ୍ରସ୍ତାବିତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଏବଂ ଧର୍ମଘଟକୁ ସ୍ଥଗିତ ରଖିବାକୁ ସହମତି ଦିଆଯାଇଛି। ତେଣୁ ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ଧର୍ମଘଟ ବର୍ତ୍ତମାନ ହେବ ନାହିଁ । ଉଲ୍ଲେଖଯୋଗ୍ୟ, ଧର୍ମଘଟ ହେଲେ ବ୍ୟାଙ୍କ ଶାଖାର ସାଧାରଣ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଥିଲାବେଳେ ସେପ୍ଟେମ୍ବର ଶେଷ ତାରିଖ ହୋଇଥିବାରୁ ବ୍ୟାଙ୍କିଂ କାରବାର ଉପରେ ଏହାର ପ୍ରଭାବ ନେଇ ଗ୍ରାହକ ଓ ବ୍ୟାଙ୍କ କ୍ଷେତ୍ରରେ ଚିନ୍ତା ବଢିଥିଲା । ତେବେ ଧର୍ମଘଟ ସ୍ଥଗିତ ହେବା ପରେ ଏବେ ଲୋକଙ୍କ ମଧ୍ୟରେ ଟିକେ ଅସ୍ବସ୍ତି ମିଳିଥିବା ଦେଖିବାକୁ ମିଳିଛି ଏବଂ ମନ ଭିତରୁ ଆଶଙ୍କା ଦୂର ହୋଇଛି । 
<nis:link nis:type=tag nis:id=bankstrike nis:value=BankStrike nis:enabled=true nis:link/>  <nis:link nis:type=tag nis:id=strike nis:value=strike nis:enabled=true nis:link/> <nis:link nis:type=tag nis:id=todaysnews nis:value=Todaysnews nis:enabled=true nis:link/> <nis:link nis:type=tag nis:id=bankstrike nis:value=BankStrike nis:enabled=true nis:link/> 
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> local news
Video 5
<nis:link nis:type=tag nis:id=ରନ୍ nis:value=ରନ୍ nis:enabled=true nis:link/> ଥ୍ରୋ ଓଡ଼ିଶା"  ବାର୍ତ୍ତା ସହ ବାରିପଦାରେ ଆୟୋଜିତ ହୋଇଛି ‘ଓଡ଼ିଶା ପ୍ରୋମୋ ରନ୍ - ମୟୂରଭଞ୍ଜ’
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ବନ୍ୟାଞ୍ଚଳ_ବୁଲି_ସ୍ଥିତି_ଅନୁଧ୍ୟାନ_କଲେ_ପୂର୍ବତନ_ଉପବାଚସ୍ପତି_____ସାନନ୍ଦ_ମାର୍ଣ୍ଡି nis:value=ବନ୍ୟାଞ୍ଚଳ_ବୁଲି_ସ୍ଥିତି_ଅନୁଧ୍ୟାନ_କଲେ_ପୂର୍ବତନ_ଉପବାଚସ୍ପତି_____ସାନନ୍ଦ_ମାର୍ଣ୍ଡି nis:enabled=true nis:link/> 

ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକ ନାଲୁହା ନଦୀର ଜଳସ୍ତର  ଅଚାନକ ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଫଳରେ କରକଚିଆ ଜିପି ଓ ଡେଙ୍ଗାମ ଜିପି ଅଧୀନରେ ଥିବା ଅନେକ ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇଛି।ବନ୍ୟାରେ
ହଜାର ହଜାର ଲୋକ ହନ୍ତସନ୍ତ ହେଉଥିବା ବେଳେ ଶହ ଶହ ପରିବାର ବାସହୀନ ହୋଇପଡ଼ିଛନ୍ତି।ଯାହାକୁ ଦେଖି ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି ପ୍ରଭାବିତ ଗାଁ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଏହି ଅସୁବିଧା ସମୟରେ ଠିଆ ହୋଇ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସୁକିଲା ଖାଦ୍ୟ ଓ ପାଲ ବଣ୍ଟନ କରିଥିଲେ ଏବଂ ଯଥାଶୀଘ୍ର ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ନ ଶୋଇ ପ୍ରଭାବିତ ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରି ରିଲିଫ୍ ଦେଇ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ପାଣି_ପାଇଁ_ପୁଣି_ମଧୁବନରେ_ରାସ୍ତାରୋକ..... nis:value=ପାଣି_ପାଇଁ_ପୁଣି_ମଧୁବନରେ_ରାସ୍ତାରୋକ..... nis:enabled=true nis:link/>
<nis:link nis:type=tag nis:id=ଯାତାୟାତ_ବାଧାପ୍ରାପ୍ତ,ଅଟକି nis:value=ଯାତାୟାତ_ବାଧାପ୍ରାପ୍ତ,ଅଟକି nis:enabled=true nis:link/> ରହିଲା ଶହ ଶହ ଗାଡି ମଟର.....
<nis:link nis:type=tag nis:id=ପ୍ରଶାସନ nis:value=ପ୍ରଶାସନ nis:enabled=true nis:link/> ର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ ସ୍ୱାଭାବିକ ହେଲା ଗାଡି ଚଳାଚଳ...

<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ଦୀର୍ଘସମୟ nis:value=ଦୀର୍ଘସମୟ nis:enabled=true nis:link/> ବିଦ୍ୟୁତ କାଟ କୁ ନେଇ ମଧୁବନରେ ରାସ୍ତାରୋକ...

ସାଧାରଣ ଲୋକଙ୍କ କହିବା ଅନୁସାରେ ଯେଉଁ ଅଞ୍ଚଳରେ ବନ୍ୟା ପ୍ରଭାବିତ ହୋଇଥାଏ ସୁରକ୍ଷା ଦୃଷ୍ଟିରୁ କେବଳ ସେହି ସ୍ଥାନରେ ବିଦ୍ୟୁତ୍ କାଟ କରାଯାଇଥାଏ।ମାତ୍ର ଗତକାଲି ରାତିରେ ବାରିପଦା ସହରର ବିଭିନ୍ନ ଅଞ୍ଚଳରେ ଦୀର୍ଘସମୟ ଧରି ବିଦ୍ୟୁତ କାଟ ହେବା ଫଳରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ହୋଇ ମଧୁବନ ଠାରେ ବୁଢ଼ାବଳଙ୍ଗ ପୋଲ ଅବରୋଧ କରି ରାସ୍ତାରୋକ କରିଥିଲେ।ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାରେ ବିଫଳ ହେବାରୁ ପୋଲିସ ପ୍ରଶାସନ ପକ୍ଷରୁ ଜବରଦସ୍ତି ରାସ୍ତା ଖାଲି କରାଯାଇଥିଲା।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=Baripada nis:enabled=true nis:link/>
<nis:link nis:type=tag nis:id=ଲଗାଣ nis:value=ଲଗାଣ nis:enabled=true nis:link/> ବର୍ଷା ଆଉ ରଚକା ପବନରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଓଲଟି ପଡିଥିବା ଗଛଗୁଡିକୁ କାଟି ସଫା କରୁଛି ଅଗ୍ନିଶମ ବାହିନୀ.......
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/> 
<nis:link nis:type=tag nis:id=firedepartment nis:value=firedepartment nis:enabled=true nis:link/>
<nis:link nis:type=tag nis:id=କେତେ_କମିଲା_ବନ୍ୟାଜଳ..... nis:value=କେତେ_କମିଲା_ବନ୍ୟାଜଳ..... nis:enabled=true nis:link/>
<nis:link nis:type=tag nis:id=ମଧୁବନ nis:value=ମଧୁବନ nis:enabled=true nis:link/> ନଦୀପଠାରୁ ଦେଖନ୍ତୁ ଏହି ସମ୍ପୂର୍ଣ ଭିଡିଓ......

<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=କି_ପବନରେ_ବାବା...... nis:value=କି_ପବନରେ_ବାବା...... nis:enabled=true nis:link/>
<nis:link nis:type=tag nis:id=ବୁଢ଼ାବଳଙ୍ଗରେ nis:value=ବୁଢ଼ାବଳଙ୍ଗରେ nis:enabled=true nis:link/> ବଢୁଛି ଜଳସ୍ତର....
<nis:link nis:type=tag nis:id=ପାଣି nis:value=ପାଣି nis:enabled=true nis:link/> ଘେରରେ ଶୈବପୀଠ,ତଳିଆ ଅଞ୍ଚଳ....
<nis:link nis:type=tag nis:id=ଆଶ୍ରୟସ୍ଥଳୀ nis:value=ଆଶ୍ରୟସ୍ଥଳୀ nis:enabled=true nis:link/> ରେ ମଧୁବନ ତଳିଆ ଅଞ୍ଚଳ ବାସିନ୍ଦା....
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ବାତ୍ୟା_ଅର୍ଣ୍ଣବ_ର_ପ୍ରଭାବ.... nis:value=ବାତ୍ୟା_ଅର୍ଣ୍ଣବ_ର_ପ୍ରଭାବ.... nis:enabled=true nis:link/>
<nis:link nis:type=tag nis:id=ପୋଲ nis:value=ପୋଲ nis:enabled=true nis:link/> ଉପରେ ପାଣି....
<nis:link nis:type=tag nis:id=ଅଟକି nis:value=ଅଟକି nis:enabled=true nis:link/> ରହିଛି ଗାଡି ମଟର, ଯାତାୟାତ ବାଧାପ୍ରାପ୍ତ.....
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ଆଠ_ମାସର_ବାଘ_ଛୁଆ_ଉଦ୍ଧାର...... nis:value=ଆଠ_ମାସର_ବାଘ_ଛୁଆ_ଉଦ୍ଧାର...... nis:enabled=true nis:link/>
ଠାକୁରମୁଣ୍ଡା ରେଞ୍ଜ ଖପରଖାଇ ଗାଁର ଏକ ନିର୍ମାଣାଧୀନ ଘରୁ ବନବିଭାଗ ଉଦ୍ଧାର କଲା ବାଘ ଛୁଆ।ଚାଲିଛି ଚିକିତ୍ସା ଓ ଯତ୍ନ। ସୁସ୍ଥ ହେବା ପରେ ଶିମିଳିପାଳ ଜଙ୍ଗଲରେ ଛଡ଼ାଯିବ......

<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/>
<nis:link nis:type=tag nis:id=ଆଗ_ଥଇଥାନ_ପରେ_ଉଚ୍ଛେଦ_ଦାବି... nis:value=ଆଗ_ଥଇଥାନ_ପରେ_ଉଚ୍ଛେଦ_ଦାବି... nis:enabled=true nis:link/>
<nis:link nis:type=tag nis:id=ଆଡିବନ୍ଧ nis:value=ଆଡିବନ୍ଧ nis:enabled=true nis:link/> ନିର୍ମାଣ ପାଇଁ ୫୦ରୁ ଅଧିକ ପରିବାରକୁ ଲାଗିଲା ଉଚ୍ଛେଦ ନୋଟିସ....
<nis:link nis:type=tag nis:id=ଚିନ୍ତାରେ_ମଧୁବନ_ତଳସାହିବାସୀ..... nis:value=ଚିନ୍ତାରେ_ମଧୁବନ_ତଳସାହିବାସୀ..... nis:enabled=true nis:link/>
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ରାଇରଙ୍ଗପୁର nis:value=ରାଇରଙ୍ଗପୁର nis:enabled=true nis:link/> ରେ ଖୋଲିଲା ନୂତନ ESM ୟୁନିଟ୍ ରନ୍ କ୍ୟାଣ୍ଟିନ୍...

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର  ବିକାଶନଗରସ୍ଥିତ ସ୍ୱଜଳଧାରା ଗୃହ ଠାରେ ପୂର୍ବତନ ସେନା କର୍ମଚାରୀ (Ex-Servicemen-ESM) ୟୁନିଟ୍ ରନ୍ କ୍ୟାଣ୍ଟିନ୍ (URC)ର ଶୁଭ ଉଦ୍‌ଘାଟନ ହୋଇଯାଇଛି।
ଏହି ଅବସରରେ ଛତିଶଗଡ଼ ଏବଂ ଓଡ଼ିଶା ସବ୍-ଏରିଆ (କୋଷା)ର କମାଣ୍ଡର ବ୍ରିଗେଡିୟର ଆର୍. ଶଙ୍କର, ଭି ଏସ ଏମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କର୍ନେଲ ମନିଷ କୁମାର ପାଣ୍ଡେ, ମଧ୍ୟପ୍ରଦେଶ ରାଇପୁର ଓ ଷ୍ଟେସନ ହେଡକ୍ୱାର୍ଟର ବାଲେଶ୍ୱର ର ଆଡମିନ କମାଣ୍ଡେଣ୍ଟ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ
ଲିଗ ପ୍ରେସିଡେଣ୍ଟ କ୍ୟାପଟେନ ଗୁରୁ ଚରଣ ହେମ୍ବ୍ରମ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ କହିଥିଲେ ଯେ ରାଇରଙ୍ଗପୁରଠାରେ ୟୁଆର୍‌ସି ପ୍ରତିଷ୍ଠା ପୂର୍ବତନ ସେନା କର୍ମଚାରୀ, ସେବାରତ ସେନା କର୍ମଚାରୀ, ବୀର ନାରୀ, ସେନା କର୍ମଚାରୀଙ୍କ ନିର୍ଭରଶୀଳ ପରିବାର ସଦସ୍ୟ ଏବଂ ମୟୂରଭଞ୍ଜ, କେନ୍ଦୁଝର ଓ ଏହାର ଆଖପାଖ ଅଞ୍ଚଳର ଅନ୍ୟାନ୍ୟ ଅନୁମୋଦିତ ପ୍ରତିରକ୍ଷା ହିତାଧିକାରୀଙ୍କ କଲ୍ୟାଣ ଏବଂ ସି.ଏସ.ଡି. ସୁବିଧାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ୟୁଆର୍‌ସି ମାଧ୍ୟମରେ ପୂର୍ବତନ ସେନା କର୍ମଚାରୀ ଓ ଅନ୍ୟାନ୍ୟ ଅନୁମୋଦିତ ହିତାଧିକାରୀମାନେ ନିଜ ଅଞ୍ଚଳର ନିକଟରେ ସି ଏସ ଡି ସୁବିଧାର ସହଜ ଓ ଉନ୍ନତ ପ୍ରବେଶ ସୁଯୋଗ ପାଇପାରିବେ। ଫଳରେ ଅତ୍ୟାବଶ୍ୟକ ସି ଏସ ଡି ସାମଗ୍ରୀ ପାଇଁ ଦୂରଦୂରାନ୍ତକୁ ଯାତ୍ରା କରିବାର ଆବଶ୍ୟକତା ହ୍ରାସ ପାଇବ।
ଅଞ୍ଚଳର ପ୍ରତିରକ୍ଷା ସମୁଦାୟ ନିକଟରେ କଲ୍ୟାଣକାରୀ ସେବାର ପରିସର ବୃଦ୍ଧି କରିବା ଉଦ୍ଦେଶ୍ୟରେ ହେଡକ୍ୱାର୍ଟରସ ମଧ୍ୟଭାରତ ଏରିଆ, ହେଡକ୍ୱାର୍ଟରସ ଛତିଶଗଡ଼ ଓ ଓଡ଼ିଶା ସବ୍-ଏରିଆ ଏବଂ ଷ୍ଟେସନ୍ ହେଡ୍‌କ୍ୱାର୍ଟର୍ସ ବାଲେଶ୍ୱର (ଚାନ୍ଦିପୁର-ଅନ୍-ସି)ର ସମନ୍ୱିତ ପ୍ରୟାସରେ ଏହି ୟୁଆର୍‌ସିର ପ୍ରତିଷ୍ଠା ସମ୍ଭବ ହୋଇଛି।ଏହି ଅବସରରେ ମୁଖ୍ୟ ଅତିଥି ବ୍ରିଗେଡିୟର ଆର୍. ଶଙ୍କର, ଭି ଏସ ଏମ ତାଙ୍କ ବକ୍ତବ୍ୟରେ ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ କଲ୍ୟାଣକାରୀ ସୁବିଧାର ସମ୍ପ୍ରସାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶେଷକରି ଯେଉଁ ଅଞ୍ଚଳରେ ଏଭଳି ସୁବିଧା ପାଇବାର ସୁଯୋଗ ପୂର୍ବରୁ ସୀମିତ ଥିଲା, ସେଠାରେ ଏହାର ଆବଶ୍ୟକତା ଅଧିକ ବୋଲି ସେ କହିଥିଲେ। ରାଇରଙ୍ଗପୁର ୟୁଆର୍‌ସିକୁ କାର୍ଯ୍ୟକ୍ଷମ କରିବାରେ ସମସ୍ତ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ସେନାବାହିନୀର କର୍ମଚାରୀ , ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ , ପୂର୍ବତନ ସେନା କର୍ମଚାରୀ ଲିଗର ପ୍ରେସିଡେଣ୍ଟ ଓ ସଦସ୍ୟ ସମୁଦାୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ପୂର୍ବତନ ସେନା କର୍ମଚାରୀ ଓ ହିତାଧିକାରୀମାନଙ୍କ ସହ ସେମାନଙ୍କ କଲ୍ୟାଣ ସମ୍ପର୍କିତ ଆବଶ୍ୟକତା ନେଇ ଆଲୋଚନାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା।ରାଇରଙ୍ଗପୁର ୟୁଆର୍‌ସି ମୟୂରଭଞ୍ଜ, କେନ୍ଦୁଝର ଓ ଏହାର ଆଖପାଖ ଅଞ୍ଚଳର ପ୍ରତିରକ୍ଷା ସମୁଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ସୁବିଧା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଏହା ମାଧ୍ୟମରେ ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରର କଲ୍ୟାଣ ଓ ସୁସ୍ଥତା ପ୍ରତି ଭାରତୀୟ ସେନାର ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହେବ।ଷ୍ଟେସନ୍ ହେଡ୍‌କ୍ୱାର୍ଟର୍ସ ବାଲେଶ୍ୱର (ଚାନ୍ଦିପୁର-ଅନ୍-ସି) ନିଜ ଅଧୀନସ୍ଥ ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ସମୁଦାୟ ପାଇଁ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ସମନ୍ୱୟ ଓ ସୁବିଧା ପ୍ରଦାନ କାର୍ଯ୍ୟ ଜାରି ରଖିବ।
ଏହି ଅବସରରେ ବ୍ରିଗେଡିୟର କେତେକ ଅବସରପ୍ରାପ୍ତ ଭେଟେରାନ ସେନା କର୍ମଚାରୀଙ୍କୁ ଦେଶର ସୁରକ୍ଷା ପାଇଁ ଦୀର୍ଘ କାଳୀନ ସେବା ଏବଂ ଦେଶ ପାଇଁ ପ୍ରାଣ ବଳି ଦେଇ ଶହୀଦ ହୋଇଥିବା ଯବାନଙ୍କ (ଧର୍ମ ପତ୍ନୀ /ମାତା) ବୀର ନାରୀ  ଓ ବୀର ମାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=rairangpur nis:value=Rairangpur nis:enabled=true nis:link/>
<nis:link nis:type=tag nis:id=ତକତପୁର nis:value=ତକତପୁର nis:enabled=true nis:link/> ଦେଶ କରମ ପରବ,ବାରିପଦା...
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ମୟୂରଭଞ୍ଜ_ଜିଲ୍ଲାରେ_ଚୂଡ଼ାନ୍ତ_ଭୋଟର_ତାଲିକା_ପ୍ରକାଶ* nis:value=ମୟୂରଭଞ୍ଜ_ଜିଲ୍ଲାରେ_ଚୂଡ଼ାନ୍ତ_ଭୋଟର_ତାଲିକା_ପ୍ରକାଶ* nis:enabled=true nis:link/>
<nis:link nis:type=tag nis:id=ଜିଲ୍ଲାରେ nis:value=ଜିଲ୍ଲାରେ nis:enabled=true nis:link/> ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟର*
<nis:link nis:type=tag nis:id=ପୁରୁଷଙ୍କ nis:value=ପୁରୁଷଙ୍କ nis:enabled=true nis:link/> ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ*
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ଜଗତଗୁରୁ nis:value=ଜଗତଗୁରୁ nis:enabled=true nis:link/> ଗୌଡେଶ୍ବର ଆଚାର୍ଯ୍ୟ ପୀଠ ପକ୍ଷରୁ ଶ୍ରୀପତ ଗୋପୀବଲ୍ଲପୁର ରୁ ଶ୍ରୀଧାମ ପୁରୀ କୁ ଖୋଳ କୀର୍ତ୍ତନ କରି ସାଙ୍ଗରେ ପଦଯାତ୍ରାରେ ବାହାରିଲେ ଶତାଧିକ ବୈଷ୍ଣବ।।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=baripada nis:value=Baripada nis:enabled=true nis:link/>
<nis:link nis:type=tag nis:id=ମହାରାଜା nis:value=ମହାରାଜା nis:enabled=true nis:link/> ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ବିଷୟଗତ ଦକ୍ଷତା ବୃଦ୍ଧି ଓ ମୂଲ୍ୟାୟନ କାର୍ଯ୍ୟକ୍ରମ ଉଦ୍‌ଘାଟିତ*

ବାରିପଦା:୨୨/୯: ପ୍ରତିରକ୍ଷା ବାହିନୀର ସେବାରତ ଓ ପୂର୍ବତନ କର୍ମଚାରୀଙ୍କ ଶିକ୍ଷାଗତ ଉନ୍ନତି, ଦକ୍ଷତା ବିକାଶ ଏବଂ ଦ୍ୱିତୀୟ କ୍ୟାରିୟରର ସୁଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ପକ୍ଷରୁ କେନ୍ଦ୍ରୀୟ ସୈନିକ ବୋର୍ଡ ସହଯୋଗରେ ପଶ୍ଚିମବଙ୍ଗ ରାଜ୍ୟ ସୈନିକ ବୋର୍ଡର ପ୍ରତିରକ୍ଷା କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍‌ ପାଇଁ ବିଷୟଗତ ଦକ୍ଷତା ବୃଦ୍ଧି ଓ ମୂଲ୍ୟାୟନ କାର୍ଯ୍ୟକ୍ରମ (ଏସ୍‌.ପି.ଇ.ଏ.ପି) ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରତିରକ୍ଷା କର୍ମଚାରୀଙ୍କ ସାମରିକ ଅଭିଜ୍ଞତା, ନେତୃତ୍ୱ ଓ ବୃତ୍ତିଗତ ଦକ୍ଷତାକୁ ଔପଚାରିକ ଉଚ୍ଚଶିକ୍ଷା ସହ ସଂଯୋଗ କରି ସେମାନଙ୍କୁ ବେସାମରିକ ନିଯୁକ୍ତି, କର୍ପୋରେଟ୍‌ ନେତୃତ୍ୱ, ଉଦ୍ୟୋଗିତା ଓ ଅନ୍ୟାନ୍ୟ ଦ୍ୱିତୀୟ କ୍ୟାରିୟର ପାଇଁ ପ୍ରସ୍ତୁତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ପ୍ରକାଶ କରିବା ସହ ଏହାକୁ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଡିଫେନ୍‌ସ ଷ୍ଟଡ଼ିଜ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଗତ ପଦକ୍ଷେପ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିରକ୍ଷା କର୍ମଚାରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ପୁନଃଦକ୍ଷତା ଅର୍ଜନ, ଉଦ୍ୟୋଗିତା ଓ ଆଜୀବନ ଶିକ୍ଷା ପାଇଁ ଏକ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବାଞ୍ଚଳ ପୁନର୍ବାସ ନିର୍ଦ୍ଦେଶାଳୟ ଅତିରିକ୍ତ ଡିଜି ବ୍ରିଗେଡିୟର ସୌମ୍ୟ ବାନାର୍ଜୀ ଯୋଗ ଦେଇ ନିଜ ବକ୍ତବ୍ୟରେ ପୂର୍ବତନ ସୈନିକମାନଙ୍କ ପାଇଁ ସମ୍ମାନଜନକ ଓ ଅର୍ଥପୂର୍ଣ୍ଣ ଦ୍ୱିତୀୟ କ୍ୟାରିୟର ସୁଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ ଏବଂ ପରୀକ୍ଷା ଉପନିୟନ୍ତ୍ରକ ଶ୍ରୀ ରମାକାନ୍ତ ମହାନ୍ତ ମଞ୍ଚାସୀନ ଥିଲେ । ବିଶ୍ୱବିଦ୍ୟାଳୟର ପ୍ରପ୍ରେସର ଅଫ୍‌ ପ୍ରାକ୍ଟିସ୍‌ ଡ. ଉଜ୍ଜ୍ୱଳ କୁମାର ଘଟକ ପୂର୍ବତନ ସୈନିକମାନଙ୍କ ଶିକ୍ଷାଗତ ଓ ବୃତ୍ତିଗତ ସଶକ୍ତୀକରଣ ସମ୍ପର୍କରେ ନିଜର ଅଭିଜ୍ଞତା ଓ ମତାମତ ରଖିଥିଲେ । ଶେଷରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତି ସ୍ୱରୂପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବାରତ ଓ ପୂର୍ବତନ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରଥମ ବ୍ୟାଚ୍‌କୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମର ଶିକ୍ଷାଗତ ଓରିଏଣ୍ଟେସନ୍‌ ପର୍ଯ୍ୟାୟକୁ ଦୂର ଓ ଅନ୍‌ଲାଇନ ଶିକ୍ଷା କେନ୍ଦ୍ରର ଇଂରାଜୀ ବିଭାଗର ସହକାରୀ ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ପରିଚାଳନା କରିଥିବାବେଳେ, ବିଶ୍ୱବିଦ୍ୟାଳୟର ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କ ପକ୍ଷରୁ ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୀତାରାମ ଦାସ ସ୍ୱାଗତ ଓ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ପରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଡ. ଶାନ୍ତି ସ୍ୱରୂପ ବସା, ରାଜନୀତି ବିଜ୍ଞାନ ବିଭାଗର ଡ. ଧନଞ୍ଜୟ ନାୟକ ଏବଂ ବ୍ୟବସାୟ ପ୍ରଶାସନ ବିଭାଗର ଶ୍ରୀ ବିବେକ ଦାସ ପ୍ରଥମ ବ୍ୟାଚ୍‌ ପାଇଁ ବିଷୟଭିତ୍ତିକ ପାଠ୍ୟ ମଡ୍ୟୁଲ୍‌ ସମ୍ପର୍କରେ ବିସ୍ତୃତ ଧାରଣା ଦେଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ ।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> 
<nis:link nis:type=tag nis:id=mscb nis:value=MSCB nis:enabled=true nis:link/>
<nis:link nis:type=tag nis:id=ଆମ nis:value=ଆମ nis:enabled=true nis:link/> ଆଡେ ତ ଆରମ୍ଭ ହୋଇଗଲା ବର୍ଷା.....
<nis:link nis:type=tag nis:id=ଆଉ nis:value=ଆଉ nis:enabled=true nis:link/> ଆପଣଙ୍କ ଆଡେ ?
<nis:link nis:type=tag nis:id=କମେଣ୍ଟରେ nis:value=କମେଣ୍ଟରେ nis:enabled=true nis:link/> ନିଶ୍ଚିତ ଜଣେଇବେ....
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/>
<nis:link nis:type=tag nis:id=ବାଲେଶ୍ୱର nis:value=ବାଲେଶ୍ୱର nis:enabled=true nis:link/> ସହରର DIC ଛକ ଠାରେ ଥିବା  ପ୍ରସିଦ୍ଧ "ହୋଟେଲ ଶାନ୍ତି" ରେଷ୍ଟୁରାଣ୍ଟ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି।
ସୂଚନା ଅନୁଯାୟୀ, 
ହୋଟେଲ ପରିସରରେ ରୋଷେଇ ପାଇଁ ଥିବା ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ଏହି ନିଆଁ ବ୍ୟାପିଥିଲା ଏବଂ ଦେଖୁ ଦେଖୁ ସମଗ୍ର ହୋଟେଲକୁ ନିଜ କବଳକୁ ନେଇଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଚାରିଆଡ଼େ ଧୂଆଁମୟ ହୋଇଯିବା ସହ ବାହାରେ ଥିବା ଗାଡ଼ିମୋଟର ଓ ଆସବାବପତ୍ର ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲାବେଳେ
ଘଟଣା ସମ୍ପର୍କରେ ବାଲେଶ୍ୱର ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଏକାଧିକ ଦମକଳ ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ୟୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଥିଲା।ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ହେଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି।।।।।।।।
<nis:link nis:type=tag nis:id=baleswarnews nis:value=baleswarnews nis:enabled=true nis:link/>
<nis:link nis:type=tag nis:id=ଛାତ୍ର nis:value=ଛାତ୍ର nis:enabled=true nis:link/> ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି MPC ଜୁନିୟର କଲେଜର ବିପଦ ପୂର୍ଣ୍ଣ ଶ୍ରେଣୀ ଗୃହର ସ୍ଥିତି ସମୀକ୍ଷା କରି ଅସ୍ଥାୟୀ ଭାବେ ଦୁଇଟି ବିଭାଗ କଳା ଏବଂ ବାଣିଜ୍ୟ କୁ ଏମପିସି ସ୍ୱୟଂଶାସିତ କଲେଜ ଏବଂ ଆଇଟି ଆଇ କଲେଜ ତକତପୁରକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଲେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼ାଃ କୃଷ୍ଣଚନ୍ଦ୍ର ମହାପାତ୍ର।।।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=baripada nis:enabled=true nis:link/> <nis:link nis:type=tag nis:id=mpcjuniorcollege nis:value=mpcjuniorcollege nis:enabled=true nis:link/> <nis:link nis:type=tag nis:id=mpc nis:value=mpc nis:enabled=true nis:link/>
<nis:link nis:type=tag nis:id=ଇନ୍ଦୋ_ପର୍ବ_ପାଇଁ_ଜଙ୍ଗଲରୁ_ଆସିଲା_କାଠ.... nis:value=ଇନ୍ଦୋ_ପର୍ବ_ପାଇଁ_ଜଙ୍ଗଲରୁ_ଆସିଲା_କାଠ.... nis:enabled=true nis:link/>
ଆଗକୁ ଥିବା ଇନ୍ଦୋ ପର୍ବ ପାଇଁ ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ପରିସରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦେବୋତ୍ତର ବିଭାଗ ପକ୍ଷରୁ ରବିବାର ଇନ୍ଦୋ ପର୍ବର ଆବଶ୍ୟକତା ପାଇଁ ଜଙ୍ଗଲରୁ କାଠ ଅଣାଯାଇ ମନ୍ଦିର ନିକଟରେ ପହଞ୍ଚାଯାଇଛି। ଦେବୋତ୍ତର ବିଭାଗର ଛାଟିଆ ଶ୍ରୀ ମୁଚିରାମ ଙ୍କ ତତ୍ୱାବଧାନ ରେ ଜଙ୍ଗଲରୁ କାଠ ଅଣାଯାଇଥିଲା। ଉକ୍ତ କାର୍ଯ୍ୟ ସମୟରେ ବନ ବିଭାଗର କର୍ମଚାରୀ ମାନେ ମଧ୍ୟ ସାଙ୍ଗରେ ଉପସ୍ଥିତ ଥିଲେ। କାଠ ଅଣାଯିବା ଓ ଆବଶ୍ୟକ କାର୍ଯ୍ୟ ସମ୍ପାଦନରେ ରଥ ମହାରଣା ଆଲୋକନାଥ ମହାରଣା, କ୍ଷିତିଶ ମହାରଣା, ରବୀନ୍ଦ୍ର ମହାରଣା, ହରିଶ ମହାରଣା, ହରିମୋହନ ମହାରଣା ଓ ଶମ୍ଭୁନାଥ ରଣାଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କରିଥିଲେ। ଇନ୍ଦୋ ପର୍ବର ପାରମ୍ପରିକ ରୀତିନୀତି ଓ ଆବଶ୍ୟକ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି କାଠ ପହଞ୍ଚିବା ପରେ ମନ୍ଦିର ପକ୍ଷରୁ ପରବର୍ତ୍ତୀ ପ୍ରସ୍ତୁତି ଆରମ୍ଭ ହେବ।।।।।।
<nis:link nis:type=tag nis:id=mayurbhanj nis:value=Mayurbhanj nis:enabled=true nis:link/> <nis:link nis:type=tag nis:id=baripada nis:value=Baripada nis:enabled=true nis:link/>