ରାଇରଙ୍ଗପୁୁର: ରାଇରଙ୍ଗପୁର ବନଖଣ୍ଡର ବନପାଳ ଜିତେନ୍ଦ୍ର ବେହେରାଙ୍କ ଦେହାନ୍ତ
ରାଇରଙ୍ଗପୁର ବନଖଣ୍ଡର ବନପାଳ ଜିତେନ୍ଦ୍ର ବେହେରାଙ୍କ ଦେହାନ୍ତ। କିଡନି ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବନ ବିଭାଗ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।