ରାଇରଙ୍ଗପୁୁର: ରାଇରଙ୍ଗପୁରରେ ନିର୍ମାଣ ଶ୍ରମିକଙ୍କୁ ମିଳିଲା ଆର୍ଥିକ ସହାୟତା
ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ରାଇରଙ୍ଗପୁରଠାରେ ତିନି ଜଣ ନିର୍ମାଣ ଶ୍ରମିକଙ୍କୁ ସରକାରୀ କଲ୍ୟାଣ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମୃତ୍ୟୁକାଳୀନ, ବିବାହ ଓ ଉଚ୍ଚ ଶିକ୍ଷା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି।