ବାରିପଦା ସଦର: ବାରିପଦା କୃଷ୍ଣଚନ୍ଦ୍ର ଗୋଲାଇ କାଳୀ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ
ବାରିପଦାର କୃଷ୍ଣଚନ୍ଦ୍ର ଗୋଲାଇ କାଳୀ ପୂଜା କମିଟିର 52 ତମ ପୂଜା ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ। ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।