ବାରିପଦା ସଦର: ମୟୂରଭଞ୍ଜ ପୋଲିସର ପ୍ରସ୍ତୁତି ସମୀକ୍ଷା: ସମସ୍ତ ଥାନାରେ ମର୍ଣ୍ଣିଂ ରୋଲ୍ କଲ୍ ଓ ବ୍ରିଫିଂ
ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନାରେ ପୋଲିସ କର୍ମଚାରୀଙ୍କ ପାଇଁ ଅନୁଷ୍ଠିତ ହେଲା ମର୍ଣ୍ଣିଂ ରୋଲ୍ କଲ୍ ଓ ବ୍ରିଫିଂ ପରେଡ୍। ଶାନ୍ତିଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇବା ଉପରେ ଦିଆଗଲା ଗୁରୁତ୍ୱ।