ବାଙ୍ଗିରିପୋଷି: ମୟୂରଭଞ୍ଜ: କୁଳିଅଣାରେ ମାଆ କାଳୀପୂଜା ମଣ୍ଡପ ବୁଲିଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର କୁଚେଇ, କୁଳିଅଣା ଓ ବାଇଗଣବାଡିଆରେ ଚାଲିଥିବା ମାଆ କାଳୀପୂଜା ମଣ୍ଡପ ପରିଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି। ମାଆଙ୍କ ଦର୍ଶନ କରିବା ସହ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ସହ କରିଛନ୍ତି ଆଲୋଚନା।