ମଦ୍ୟପ ବାଇକ ଚାଳକର ଉନ୍ମତ୍ତ କାଣ୍ଡ: ଛୁରାମାଡ଼ରେ ୩ ଗୁରୁତର, ୨ ଆହତ!
ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଜଣେ ମଦ୍ୟପ ବାଇକ ଚାଳକ ପ୍ରଥମେ ଜଣେ ନାବାଳିକାକୁ ଧକ୍କା ଦେବା ପରେ, ଉଦ୍ଧାର କରିବାକୁ ଆସିଥିବା ସ୍ଥାନୀୟ ଲୋକଙ୍କୁ ଛୁରାରେ ଆତର୍କିତ ଆକ୍ରମଣ କରିଛି।
ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ (ପୋଲିସ ଦ୍ୱାରା ଅଟକ)
୩ ଜଣ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।
ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଛୁରା ଜବତ କରିବା ସହ ତଦନ୍ତ ଚଳାଇଛି।
#BaudhNews #Baunsuni #CrimeNews #RoadAccident #OdishaNews #OdishaPolice #BreakingNews