Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
कांग्रेस
भाजपा
Accident
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
usr30697911
Previous slide
Next slide
ବୌଦ୍ଧ sp ଙ୍କ କାର୍ଯ୍ୟନୁଷ୍ଠାନ ଥାନା ଅଧିକାରୀ ଙ୍କୁ କଲେ ବଦଳି ଗଂଜେଇ ଜବତ ଘଟଣା I ଜବତ ଗଂଜେଇ ଅଫିସର ଓ ଥାନା ଅଧିକାରୀ ଙ୍କ ମଧ୍ୟ ରେ Cl ରେକର୍ଡ ଭାଇରାଲ I ତୁରନ୍ତ କାର୍ଯ୍ୟନୁଷ୍ଠାନ I ବୌଦ୍ଧ ସଦର ଥାନା ର ଥାନା ଅଧିକାରୀ ନଲନି କାନ୍ତ ଦାସ ଙ୍କୁ Sp କାର୍ଯ୍ୟଳକୁ ବଦଳି I ତାଙ୍କ ସ୍ଥାନ ରେ ପୁରୁଣାକଟକ ଥାନା ଅଧିକରୀ ଙ୍କୁ ଦାୟିତ୍ୱ I
Baudh Sadar, Boudh (Bauda)
| Aug 24, 2026
MORE NEWS
ଏହି ବଗିକୁ ଏହା କୁହାଯାଏ, ଏହାର କାମ ହେଲା....#OHETowerCar #TowerWagon #IndianRailway #TrainLineUpdate #OdishaTour #CharichhakRailwayStation #RailwayCar #TrainBagi
Baudh Sadar, Boudh (Bauda) | Aug 24, 2026
ବୌଦ୍ଧ ଜିଲ୍ଲା ଉପାନ୍ତ ଆମ୍ବ ଝରି ରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଜନଶୁଣାଣି ରେ ଜିଲ୍ଲାପାଳ
Baudh Sadar, Boudh (Bauda) | Aug 24, 2026
ଚୋରି ସମୟର CCTV ଭିଡ଼ିଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ଛକ ଦୋକାନ ମାନଙ୍କରୁ ଚୋରି I ସିସିଟିଭି ରେ ଭିଡିଓ କଏଡ଼ I ଦେଖନ୍ତୁ ଭିଡିଓ
Baudh Sadar, Boudh (Bauda) | Aug 24, 2026
ସୀମାନ୍ତ ଆମ୍ବଝରି ଗ୍ରାମ ପଞ୍ଚାୟତରେ ଲଗାଣ ବର୍ଷା ସତ୍ତ୍ୱେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ l
Baudh Sadar, Boudh (Bauda) | Aug 24, 2026
ଗଂଜେଇ ବେପାର କରି ପୂର୍ବରୁ ଏମାନେ ଗିରଫ ହୋଈଛନ୍ତି I ପୁନି ଠୋସ ପ୍ରମାଣ ମିଳିଲେ ହବ କଡା କାର୍ଯ୍ୟନୁଷ୍ଠାନ କହିଲେ ବୌଦ୍ଧ SP
Baudh Sadar, Boudh (Bauda) | Aug 24, 2026
ରାସ୍ତା କଡ଼ 5ଗୋଟି ଦୋକାନ ରୁ ତାଳ ଭାଙ୍ଗି ଚୋରି କଣ୍ଟାମାଳ -ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ଗାଁ ବସଷ୍ଟାଣ୍ଡ ଛକରେ ଥିବା ଏକ କପଡା ଦୋକାନ ସମେତ ପାଞ୍ଚଟି ଦୋକାନରୁ ଚୋରି l ଚୋର ମାନେ ଚୋରି ସହ ଫିଙ୍ଗାଫୋଫଡା କରିଥିବା ସୂଚନା l ଦୋକାନ ମାଲିକ ପୋଲିସ କୁ ସୂଚନା ଦେବା ପରେ ମନମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l
Baudh Sadar, Boudh (Bauda) | Aug 24, 2026
ଗଂଜେଇ ଚାଲାଣ ବେଳେ ଗଂଜେଇ ମାଫିଆକୁ ଧରିବା ପରେ କେମିତି ଚାଲିଛି କଥା ବାର୍ତା I ଶୁଣନ୍ତୁ ଭାଇରାଲ cl ରେକର୍ଡ I ପେଟ୍ରୋଲିଙ୍ଗ ଅଫିସର ଥାନା ବାବୁ ଙ୍କ ମଧ୍ୟରେ ଚାଲିଲା 2ମିନିଟ ରୁ ଉର୍ଦ୍ଧ କଥା ବାର୍ତା I ଏଠୁ ଜଣାପଡୁଛି କେମିତି ମାଫିଆ ଙ୍କ ସହ ରହୁଛି ଲିଙ୍କ #Odisha #ganjei#boudh
Baudh Sadar, Boudh (Bauda) | Aug 24, 2026
5ଗୋଟି ଦୋକାନ ରୁ ଚୋରି କଣ୍ଟାମାଳ -ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ଗାଁ ବସଷ୍ଟାଣ୍ଡ ଛକରେ ଥିବା ଏକ କପଡା ଦୋକାନ ସମେତ ପାଞ୍ଚଟି ଦୋକାନରୁ ଚୋରି l ଚୋର ମାନେ ଚୋରି ସହ ଫିଙ୍ଗାଫୋଫଡା କରିଥିବା ସୂଚନା l ଦୋକାନ ମାଲିକ ପୋଲିସ କୁ ସୂଚନା ଦେବା ପରେ ମନମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l
Baudh Sadar, Boudh (Bauda) | Aug 24, 2026