Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
No video available

କୋଦଳା: ବାଲିପୋଇ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ପିକଅପ

Kodala, Ganjam | Nov 7, 2024
ମଦ ନିଶାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟାଇ ଦେଲେ ଭ୍ଯାନ। ସୌଭାଗ୍ୟ ବଶତଃ କାହାର କୌଣସି ଲୋକକୁ ଆଘାତ ହୋଇ ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ମଦ ପିଇ ପୁରା ମାତାଲ। ସୂଚନା ଅନୁସାରେ ଭୁବନେଶ୍ବର ରୁ ଏକ ପିକ୍ ଅପ୍ ଭ୍ଯାନ ଯୋଗେ ଘରେ ରଂଗ ମରା ଉପକରଣ ଲୋଡ୍ ହୋଇ ହିଞ୍ଜିଳି ଅଭିମୁଖେ ଯାଉଥିଲେ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ବାଲି ପୋଇ ନିକଟ ରାଜ୍ଯ ରାଜପଥ ତଥା ମୁଖ୍ଯ ରାସ୍ତା। କୋଦଳା ପୋଲିସ ପହଂଚି ଡ୍ରାଇଭର କୁ ଅଟକ ରଖି ତଦନ୍ତ ଜାରିରଖିଛି।