Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking

ସମ୍ବଲପୁର ମ୍ୟୁନିସିପାଲଟି: ଗୋଲବଜାର ଛକରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ

Sambalpur M, Sambalpur | Apr 28, 2025
ଆଜି ସକାଳ ୮,୪୦ ମିନିଟ୍ ସମୟରେ ସମ୍ବଲପୁର ସହରର ଗୋଲବଜାର ଛକଠାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଅଭିନବ ଦୃଢ଼ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଗୋଲବଜାର ଛକ ରାସ୍ତା ଉପରେ ପାକିସ୍ଥାନ ଝଣ୍ଡା ଥିବା ପୋଷ୍ଟର ଉପରକୁ ଚଢ଼ି ଓ ତା ଉପରେ ପାଦରଖି ପାକିସ୍ଥାନ ବିପକ୍ଷରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଦୃଢ଼ ପ୍ରତିବାଦ କରିଥିଲେ।

MORE NEWS