ସମ୍ବଲପୁର ମ୍ୟୁନିସିପାଲଟି: ସଦର ଥାନା ଅନ୍ତର୍ଗତ ଡାକଡେରାରେ ସଡ଼କ ଦୁର୍ଘଟଣା ଜଣେ ଯୁବତୀ ଆହତ
ସଦର ଥାନା ଅନ୍ତର୍ଗତ ଡାକଡେରାରେ ସଡ଼କ ଦୁର୍ଘଟଣା ଜଣେ ଯୁବତୀ ଆହତ l ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ବାଇକ ରେ ଡାକଡେରା ଅଞ୍ଚଳ ଆଡକୁ ଆସୁଥିବା ସମୟରେ ଏକ ସାଇକେଲ ଆରୋହୀ ସହ ବାଇକ ଟି ଧକ୍କା ହୋଇଥିଲା l ତେବେ ବାଇକ ରେ ଥିବା ଦୁଇ ଜଣ ବାଇକ ରୁ ପଡି ଆହତ ହୋଇଥିଲେ l ତେବେ ଯୁବତୀ ଜଣକ ଅଚେତ ହୋଇ ଯାଇଥିଲେ l ତାଙ୍କୁ ତୁରନ୍ତ ସମ୍ବଲପୁର ମୂଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଯାଇଛି l