ସମ୍ବଲପୁର ମ୍ୟୁନିସିପାଲଟି: ପର୍ଶୁରାମ ଜନ୍ମୋତ୍ସବ ସମିତି ପକ୍ଷରୁ କ୍ଷେତରାଜପୁରୁରୁ ବାଇକ ରାଲି ଅନୁଷ୍ଠିତ
ଆସନ୍ତା ୩୦ତାରିଖରେ ସମ୍ୱଲପୁର ସହରରେ ପର୍ଶୁରାମ ଜନ୍ମୋତ୍ସବ ମହା ସମାରୋହରେ ପାଳିତ ହେବ। ଏହି ଉପଲକ୍ଷେ ଆଜି ଦିନ 11 ଟା ସମୟରେ ପର୍ଶୁରାମ ଜନ୍ମୋତ୍ସବ ସମାରୋହ ସମିତି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କ୍ଷେତରାଜପୁର ବୈଷ୍ଣୋ ଦେଵୀ ମନ୍ଦିରରୁ ବାଇକ ଶୋଭାଯାତ୍ରା ବାହାରିଥିଲା । ଏହା ସମଲେଶ୍ଵରୀ ମନ୍ଦିର, କୁଞ୍ଜେଲପଡ଼ା, ଝାଡୁଆ ପଡ଼ା, ନନ୍ଦପଡ଼ା, ମାରୱାଡ଼ି ପଡ଼ା ଦେଇ ପର୍ଶୁରାମ ଭବନରେ ଶେଷ ହୋଇଥିଲା। ଏଥିରେ ଶତାଧିକ ବାଇକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପର୍