Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ମାଳିପଡା ଓ ଦେଉଳବନ୍ଧ ରେ ଦେଖାଦେଇଛି ଡ୍ରେନ ସମସ୍ୟା #jansamasya

Sambalpur M, Sambalpur | Apr 27, 2025
ମହାନଗର ନିଗମ ଅନ୍ତର୍ଗତ ମାଳିପଡା ଓ ଦେଉଳବନ୍ଧ ରେ ଦେଖାଦେଇଛି ଡ୍ରେନ ସମସ୍ୟା l ଏହି ଅଂଚଳରେ ରେଳ ବିଭାଗ ତରଫରୁ ଏକ ଡ୍ରେନ ନିର୍ମାଣ କରାଯାଇଥିଲା l ହେଲେ ଏହି ଡ୍ରେନ କୁ କିଛି ଲୋକ ନିଜ ର ସ୍ୱାର୍ଥ ପାଇଁ ପୋତି ଦେଇଥିବା ଅଭିଯୋଗ ହେଇଛି l ଡ୍ରେନ ଟି ପୋତି ବା ଫଳରେ ନାଳି ପାଣି ଜମା ହେଇ ରହୁଛି l ଫଳ ରେ ଲୋକମାନେ ନାନାଦି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l

MORE NEWS