କୋରାପୁଟ: କୋରାପୁଟର ଲମତାପୁଟ ରେ ଚଳିତ ବର୍ଷର ପ୍ରଥମ ଶୀତ ଅନୁଭୂତ.. ଚାରି ଆଡେ଼ ଘନ୍ କୁହୁଡ଼ିର ଆସ୍ତରଣ...
କୋରାପୁଟ.... ଚଳିତ ବର୍ଷ କୋରାପୁଟ ରେ ପହିଲି ଶୀତ ଅନୁଭୂତ ହୋଇଚି। କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳ ରେ ଚାରିଆଡ଼େ ଘନ କୁହୁଡି ଦେଖିବାକୁ ମିଳିଚି। ଘନ କୁହୁଡି ଚାରି ଆଡେ଼ ଆସ୍ତରଣ କରିଛି। ଆମେ ସମସ୍ତେ ଅବଗତ କୋରାପୁଟ ର ହାଡ ଭଙ୍ଗା ଶୀତ ସମସ୍ତ ଙ୍କୁ ଅଭିଭୂତ କରିଥାଏ। ଯେ ହେତୁ ଆଗକୁ ଆହୁରି ଶୀତ ରହିଛି ଲୋକେ ଭି ସିତର ମଜା ନେବେ। ବିଶେଷ କରି ଏଇ ସବୁ ଅଞ୍ଚଳ ମାଲ ଅଂଚଳ ହେଇଥିବାରୁ ଏଇ ସବୁ ଅଂଚଳ ରେ ଶିତର ବେସୀ ପରିଲକ୍ଷିତ ହୋଇଥାଏ।