କୋରାପୁଟ.. ସଦର.. ଗତକାଲି ରାତି ବାର ଟା ସମୟରେ କୋରାପୁଟ ସଦର କୋଲାବ ନଗର ରେ ଗଜ ଲକ୍ଷ୍ମୀ ପୂଜା ଉପଲକ୍ଷେ ଅନୁଷ୍ଟିତ ହେଉଥିବା ନୁତନ ନାଟ୍ୟ କୁ ଫିତା କାଟି ଉଦ୍ଧତାନ କଲେ କୋରାପୁଟ ବିଧାୟକ ରଘୁରାମ ମାଛ। ଏଇ କର୍ଯ୍ୟକରମ ରେ ଅନ୍ୟ ମାନକ ମଧ୍ୟରେ କୋଲାବ ନଗର ସରପଂଚ ସମେତ ବିଜେପି ନେତା ସାହେବ ଖିଲ ଏବଂ ଅନ୍ୟାନ୍ୟ ବିଯେପି କାର୍ଯ୍ୟକର୍ତ୍ତା ଙ୍କ ସହ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଇ ନୂତନ ନାଟକ ଟିକୁ ଦେଖିବା ପାଇଁ ଲୋକ ଙ୍କ ପ୍ରବଳ ଭିଡ ଜମି ଥିଲା।