ଓଡ଼ିଶା ସାଂସ୍କୃତିକ ସମାଜ ଓ ଗାୟତ୍ରୀ ସନ୍ତୋଷ ଦାତବ୍ୟ ଟ୍ରଷ୍ଟ ଆନୁକୁଲ୍ୟରେ ପାର୍ବତୀ ଗିରି ଡିଗ୍ରୀ କଲେଜ, ମହୁଲପାଲି ଠାରେ ଆମ ସଂସ୍କୃତି ଆମ ଈତିହାସ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସଭାପତି ଡ ପରେଶ ଦାନୀ ଛାତ୍ରଛାତ୍ରୀ ମାନଙ୍କୁ ନିଜ ସଂସ୍କୃତି ଈତିହାସ ନିଜ ଅଞ୍ଚଳର ଭାଷା, ସାହିତ୍ୟ, ପର୍ବପର୍ବାଣୀ, ନୃତ୍ୟ ସଙ୍ଗୀତ, ବେଶଭୂଷା, ହସ୍ତଶିଳ୍ପ ଓ କଳା ସାହିତ୍ୟକୁ ନେଇ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍ l ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ଉପରେ ଆଲୋକପାତ କରି କଳା, ସଂସ୍କୃତି ଓ ଈତିହାସ ଉପରେ ନୂଆ ପିଢୀକୁ ସଚେତନତା ସୃଷ୍ଟି କରିବା