କଟକ ପୌରାଞ୍ଚଳ: କଟକର ଟାଙ୍ଗୀ-ସାଲେପୁରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟିତ
କଟକ ଜିଲ୍ଲା ଟାଙ୍ଗୀ-ସାଲେପୁରର ନରଦା ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ବିଜେପି ନେତା ଅରିନ୍ଦମ ରାୟ ଏହା ଉଦଘାଟନ କରି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଏହି ଶିବିର ଦ୍ଵାରା ଅଧିକାଂଶ ଲୋକ ମାଗଣା ସେବା ମିଳିବ।