କଟକ ସଦର: ବଳିଯାତ୍ରା 2026: ପ୍ଲଟ୍ ପଞ୍ଜୀକରଣ ଆରମ୍ଭ, ଜାଣନ୍ତୁ କେବେ ଓ କେଉଁଠି ହେବ ଆବେଦନ
ଐତିହାସିକ ବଳିଯାତ୍ରା 2026 ପାଇଁ ପ୍ଲଟ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର 10 ରୁ 30 ପର୍ଯ୍ୟନ୍ତ ଚାଲିବ। ସମସ୍ତ ସୂଚନା କଟକ ଜିଲ୍ଲା ପ୍ରଶାସନର ୱେବସାଇଟ୍ରେ ଉପଲବ୍ଧ।