କଟକ ପୌରାଞ୍ଚଳ: କଟକରେ ବାତ୍ୟା ପୂର୍ବ ପ୍ରସ୍ତୁତି: 48 ଘଣ୍ଟାରେ ହୋର୍ଡିଂ ଓ ତୋରଣ ହଟାଇବାକୁ ନିର୍ଦ୍ଦେଶ
ସମ୍ଭାବ୍ୟ ବାତ୍ୟା ପାଇଁ କଟକ ଜିଲ୍ଲା ପ୍ରଶାସନର କଡା ନିର୍ଦ୍ଦେଶ। 48 ଘଣ୍ଟା ଭିତରେ ସମସ୍ତ ଅସୁରକ୍ଷିତ ତୋରଣ, ହୋର୍ଡିଂ ଓ ବ୍ୟାନର ହଟାଇବାକୁ ପୂଜା କମିଟି ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନ ମାନିଲେ ହେବ ଉଚ୍ଛେଦ। ବିପର୍ଯ୍ୟୟ ପରିଚାଳନା ଆଇନ 2005 ଧାରା 34 ଅନୁଯାୟୀ ଏହି ପଦକ୍ଷେପ।