କଟକ ସଦର: ରାକେଶ ମୁଖୀଙ୍କ ମାତାଙ୍କ ଦ୍ୱାଦଶାହରେ ଯୋଗଦେଲେ ବିଜେପି ନେତ୍ରୀ ସ୍ମିତା ପଟ୍ଟନାୟକ
କଟକ ଭାଗବତ ସାହିରେ ରାକେଶ ମୁଖୀଙ୍କ ମାତାଙ୍କ ଦ୍ୱାଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ନେତ୍ରୀ ସ୍ମିତା ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।