କଟକ ସଦର: କଟକ: ମା’ ଦୁର୍ଗାଙ୍କ ଭସାଣ ଶୋଭାଯାତ୍ରା ପଥ ଯାଞ୍ଚ କଲେ ଜିଲ୍ଲାପାଳ ଓ କମିଶନର
କଟକରେ ମା’ ଦୁର୍ଗାଙ୍କ ଭସାଣ ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଓ କେଏମ୍ସି କମିଶନର ଶୋଭାଯାତ୍ରା ପଥ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ।