ଗଞ୍ଜାମ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ସହିତ ମାଟ୍ରିକ ପରୀକ୍ଷା ଫିଜ ଛାଡ଼ କରିବାକୁ ଦାବି କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ।