Public App Logo
Profile Picture

GTv News Odisha

@gtvnewsodisha
613Followers
0Following
ଛାତ୍ରଛାତ୍ରୀଙ୍କ ଓଠରେ ଫୁଟାଇଲେ ହସ ଗଞ୍ଜାମ ଏସପି ହରିଶ ବିସି, ବନ୍ୟା ପ୍ରଭାବିତ ସ୍କୁଲରେ ବାଣ୍ଟିଲେ ପିଲାଙ୍କୁ ପାଠ୍ୟପୁସ୍ତକ
ବନ୍ଥପଲ୍ଲୀ ହାଇସ୍କୁଲରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ୧୩ସ୍କୁଲର ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ ।

ଆମ ସହିତ ଯୋଡି ରହିବା ପାଇଁ ଆମ ପେଜ କୁ like କରନ୍ତୁ Gtv News Odisha
Video 2
ଘରେ ଘରେ ପାଳନ ହେଲା ଦୀପାବଳୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗଞ୍ଜାମ ଗସ୍ତ
ଦେଖରେ ଦେଖ.......... କି ଅବସ୍ଥା

ହିଞ୍ଜିଲି କୁ ନବୀନ ପଟ୍ଟନାୟକ ଆସିଥିବା ବେଳେ ତାଙ୍କ ହେଲିକପ୍ଟର ଉଡିବା ପରେ ଦେଖିବାକୁ ଆସିଥିବା ଲୋକଙ୍କ ଅବସ୍ଥା ଏ କଣ?😊
ଦିନିକିଆ ଗଞ୍ଜାମ ଗସ୍ତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆସି ଆଜି ବାତ୍ୟା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ।ଆଜି ହିଂନିଲି କାଟୁ ମିନି ଷ୍ଟାଡିୟମ ଠାରେ ଓହ୍ଲାଇବା ପରେ ବୁରୁପଡା ଅଞ୍ଚଳ ବୁଲି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଦେଖିବା ସହିତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ।
ଆଜି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ର ବହୁ ନେତୃବର୍ଗ ଗଞ୍ଜାମ ଜିଲ୍ଲା ର ଅର୍ଣବ ରେ ପ୍ରଭାବିତ ଅଞ୍ଚଳ ଛତ୍ରପୁର ,ପୁରୁଷୋତ୍ତମପୁର ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି
ରିଲିଫ ବଣ୍ଟନରେ ସ୍ବେଚ୍ଛାସେବୀ ଘରକୁ ଘର ବୁଲି କରୁଛନ୍ତି ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।
ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତିର ସ୍ଥଳୀୟ ଆକଳନ ପାଇଁ ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ (IMCT) ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକ୍‌ର ଆଚୁଲି ଓ ହାଣ୍ଡିଘର ଗ୍ରାମ ସମେତ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ,ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଟିମ୍ ନଦୀବନ୍ଧ, ଚାଷଜମି, ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଖୁଣ୍ଟି ଓ ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ସହ ଜଳସେଚନ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ।
ଗଜପତି ଜିଲ୍ଲାରେ  ଆଠ ଜଣିଆ କେନ୍ଦ୍ରୀୟ ଦଳ, ବିଭିନ୍ନ  ବାତ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି କରୁଛନ୍ତି ସମୀକ୍ଷା ,କେନ୍ଦ୍ର ସରକାରଙ୍କୁ ଦେବେ ରିପୋର୍ଟ।
ବନ୍ୟା ପରର ସ୍ଥିତ kipari ରହିଛି ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ GTv News ରେ
ବ୍ରହ୍ମପୁର ସାମ୍ବାଦିକ ସମ୍ମିଳନୀରେ ପିସିସି ଟିମ୍‌ର ଉଦ୍‌ବେଗ

 <nis:link nis:type=tag nis:id=gtvnewsodisha nis:value=gtvnewsodisha nis:enabled=true nis:link/> <nis:link nis:type=tag nis:id=silkcity nis:value=silkcity nis:enabled=true nis:link/>
Video 13
ବାତ୍ୟା ଅର୍ଣ୍ଣବ ପରେ ବନ୍ୟା ର ସ୍ଥିତି ଗଂଜାମ ଜିଲ୍ଲାସାଜିଛି ବିଭେସିକା ।

 <nis:link nis:type=tag nis:id=arnab nis:value=Arnab nis:enabled=true nis:link/> <nis:link nis:type=tag nis:id=ganjam nis:value=ganjam nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=gtvnewsodish nis:value=gtvnewsodish nis:enabled=true nis:link/> <nis:link nis:type=tag nis:id=silkcity nis:value=silkcity nis:enabled=true nis:link/> <nis:link nis:type=tag nis:id=berhampurcity nis:value=BerhampurCity nis:enabled=true nis:link/>
ଖଲ୍ଲିକୋଟ ବିଧାୟକଙ୍କୁ ଠେଲା ପେଲା, ଲୋକଙ୍କ ଆକ୍ରୋଶର ଶିକାର ନା ରାଜନୈତିକ ଖେଳ?
Video 16
ଲୋକଙ୍କ ନିକଟରେ ପ୍ରଶାସନ, ବାତ୍ୟା ବିପନ୍ନ ଲୋକଙ୍କୁ randha ଖାଦ୍ୟ ବଣ୍ଟନ କରୁଛନ୍ତି  ଗଞ୍ଜାମ ଜିଲ୍ଲାପାଳ
ବ୍ରହ୍ମପୁରରେ ନିଆରା ଦୃଶ୍ୟ ରାଜନୈତିକ ନେତା ଭେଟଭାଟ ,ବାତ୍ୟା, ବନ୍ୟା ପରିସ୍ଥିତି କୁ ନେଇ କଟାକ୍ଷ
ଲୁଚାପଡା ଶ୍ରୀମା ନଗରରେ ଚାଲିଥିଲା ସେକ୍ସ ରାକେଟ ମାଡି ବସିଲା ପୋଲିସ, କିଙ୍ଗପିନ ସମେତ ପାଞ୍ଚ ଗିରଫ, ଦୁଇ ଦେହଜୀବୀ ଉଦ୍ଧାର
ବାତ୍ୟା ମୁକାବିଲା ରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି
ବାତ୍ୟା ମୁକାବିଲା ରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି
ଗଞ୍ଜାମ, ଗଜପତି ଜିଲ୍ଲାରେ ଘଟିଥିବା ବନ୍ୟା ପରିସ୍ଥିତି କୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗଞ୍ଜାମ, ଗଜପତି ଜିଲ୍ଲାରେ ଘଟିଥିବା ବନ୍ୟା ପରିସ୍ଥିତି କୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବନ୍ୟା ଜଳରେ ଭାସିଗଲେ ଯୁବକ ,ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା କରିଲେ ଡାକ୍ତର