Public App Logo
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କାର୍ଯ୍ୟସୂଚୀ ଉପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଏବଂ ଟ୍ରାଫିକ ଓ ଗାଡି ଚଳାଚଳ ଉପରେ ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି ଜିଲ୍ଲାପାଳ #gtvnewsodisha #berhampur #ganjam #odisha #silkcity - Ganjam News