Public App Logo
ଗତକାଲି ରାତିରେ ଦମ୍ପତ୍ତିଙ୍କ ବେକରୁ ସୁନାଚେନ ଲୁଟ ଘଟଣାର ଭିଡ଼ିଓ ସିସିଟିଭିରେ ହେଲା କଏଦ ।ଦୁଇ ଯୁବକ ମୋଟର ସାଇକେଲରେ ଆସି ଝାମ୍ପି ନେଲେ ସୁନା ଚେନ। #gtvnewsodisha #berhampur #ganjam #odisha #silkcity - Ganjam News